ବଡ଼ ଧରଣର ଏନକାଉଣ୍ଟର, ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ
ଛତିଶଗଡ଼ : ବଡ଼ ଧରଣର ଏନକାଉଣ୍ଟର । ନକ୍ସଲ-ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ। ଛତିଶଗଡ଼ ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର। DRG ଓ STF ଯବାନଙ୍କ ମିଳିତ ଅପରେସନ। ସୁରକ୍ଷାବାହିନୀଙ୍କ ଗୁଳିକୁ ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଲେ … Read More