ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ଘର ଭିତରୁ ମିଳିଲା ମୃତଦେହ

ଗଜପତି: ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିର ଏକ ଘରୋଇ ବ୍ୟାଙ୍କ RM ଭାବେ କାର୍ଯ୍ୟରତ ଥିଲେ ମୃତ କର୍ମଚାରୀ ଭୁବନେଶ୍ୱରର ପ୍ରକାଶ ମହାରଣା … Read More

ଭୟଙ୍କର ଭୂକମ୍ପ: ଚାହୁଁ ଚାହୁଁ ଆଖି ପିଛୁଳାକେ ଭୁଶୁଡ଼ିପଡିଲା ବିରାଟ ବ୍ରିଜ୍

ମିଆଁମାର: ଭୟଙ୍କର ଭୂକମ୍ପରେ ଭୁଶୁଡିଲା ବିରାଟକାୟ ବ୍ରିଜ୍ । ନଦୀରେ ଭାଙ୍ଗିପଡିଲା ବ୍ରିଜ । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବ୍ରିଜକୁ ଭାଙ୍ଗିମୋଡି ପାଣି ପାଟିରେ ଭରିଦେଲା । ଆଉ ହଠାତ୍ ଏକ ବିରାଟ ବ୍ରିଜ୍ ଭୁଶୁଡି ପଡିବା ପରେ … Read More

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ

ଆଠମଲ୍ଲିକ; ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୂ । ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଲେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ସୂଚନା ଅନୁସାରେ, ଆଠମଲ୍ଲିକ କେନ୍ଦୁପାଟି ଗାଁର ଚରଣ … Read More

ପୋଲିସ ବର୍ଦ୍ଦିରେ ହାତ ଦେଇଥିବା ଲୋକଙ୍କୁ ଛଡ଼ାଯିବନି: ଡିଜିପି

ଭୁବନେଶ୍ୱର : ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଗତକାଲି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ଏହି ସମୟରେ କଂଗ୍ରେସ କର୍ମୀ -ପୋଲିସଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା । କାଲିର ଘଟଣା ପରେ ପୋଲିସ ଆକ୍ସନ ଉପରେ ନଜର ରହିଛି । … Read More

କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ: ଘଣ୍ଟ ବାଡେଇ ଚାଲିଲେ ୧୪ ନିଲମ୍ବିତ ବିଧାୟକ

ଭୁବନେଶ୍ୱର: ଆଜି ବି କଂଗ୍ରେସ ପ୍ରତିବାଦ ରାଲି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଜିଲା ଘଣ୍ଟ, ରାଲିରେ ଚାଲିଲେ ୧୪ ନିଲମ୍ବିତ ବିଧାୟକ। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ କଂଗ୍ରେସ ପ୍ରତିବାଦ ରାଲି କରିଛି। କଂଗ୍ରେସ … Read More

୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଶୁକ୍ରବାର ଦିନ ଅର୍ଥାତ୍ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା(ଡିଏ) ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି … Read More

ସାହି ଯାତ ପାଇଁ ଚଳଞ୍ଚଚଳ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି

ସାହି ଯାତ ପାଇଁ ଜାଗା ଆଖଡ଼ା ଗୁଡ଼ିକରେ ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ । କଳାକାରମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ସପ୍ତସିରା, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ … Read More

ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଦ୍ୟାଳୟ ଓ ଗଣଶିକ୍ଷା … Read More

ମଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ର ଫଳ ପ୍ରକାଶ ପାଇବ । ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବା ବୋଲି … Read More

ମିଆଁମାର ଭୂମିକମ୍ପ: ୫୯ମୃତ, ୨୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଏହାର ତୀବ୍ରତା ୭.୫ ହେବ ବୋଲି … Read More