ନାଗପୁର ହିଂସା ସମୟରେ ଆହତ ହୋଇଥିବା ଯୁବକ ମୃତ

ନାଗପୁର: ଶନିବାର ଦିନ ନାଗପୁରରେ ହୋଇଥିବା ହିଂସା ମାମଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକଙ୍କ ନାମ ଇରଫାନ ଅନସାରୀ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ହିଂସା ସମୟରେ ଇରଫାନ ଅନସାରୀ ଗୁରୁତର ଆହତ … Read More

୫.୩ ନିୟୁତ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ

ୱାଶିଂଟନ: ଆମେରିକାର ପ୍ରବାସ ନୀତି ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ୪ ଦେଶର ନାଗରିକଙ୍କୁ ଏବେ ଆମରେିକା ଛାଡିବାକୁ ପଡ଼ିବ। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ଆଦି ୪ ଦେଶର … Read More

ସୀମା ନିର୍ଦ୍ଧାରଣ ପାଇଁ ଜନସଂଖ୍ୟା କେବଳ ଏକମାତ୍ର ଆଧାର ନହେଉ : ନବୀନ

ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଆଜି (୨୨ ମାର୍ଚ୍ଚ) ଚେନ୍ନାଇରେ ଏହି ପ୍ରସଙ୍ଗରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଅନ୍ୟ ତିନୋଟି ରାଜ୍ୟର ନେତାମାନେ ମଧ୍ୟ … Read More

ରାଜ୍ୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା, ଘଡଘଡି, ବଜ୍ରପାତରେ ୨ ମୃତ

ବ୍ରହ୍ମପୁର/ବ୍ରହ୍ମଗିରି: ରାଜ୍ୟରେ ବିଗତ ୨ଦିନ ହେଲା କାଳବୈଶାଖୀ ଜାରି ରହିଛି। ଏହାର ପ୍ରଭାବରେ ବର୍ଷା, ଘଡ଼ଘଡ଼ି ହୋଇଛି। ଘରଦ୍ବାରା ଭାଙ୍ଗିଛି। ତଳିଆ ଅଞ୍ଚଳରେ ଜଳଭତର୍ତ୍ତି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଆଜି ବଜ୍ରାଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରର ସମେତ ୨ … Read More