ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ, ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ହେବ। ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ନବ ଦାସ ହତ୍ୟା କାଣ୍ଡରେ ଯେଉଁଭଳି ତଦନ୍ତ ହେବା କଥା, ନ୍ୟାୟ ମିଳିବା କଥା … Read More

ଷ୍ଟକ ବଜାରରେ ଫେରିଲା ଉତ୍ସାହ, ସେନସେକ୍ସ ୧୧୩୧ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ଲାଗି ଆଜି ଥିଲା ଉତ୍ସାହର ଦିନ । ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ ୧୧୩୧.୩୧ ପଏଣ୍ଟ (୧.୫୩%) ବୃଦ୍ଧି ପାଇ ୭୫,୩୦୧.୨୬ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ଇଣ୍ଡେକ୍ସ ୩୨୫.୫୫ ପଏଣ୍ଟ (୧.୪୫%) … Read More

ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି। ନୂଆ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ … Read More

ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲେ

ନୟାଗଡ : ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ପାଇଁ ଦେହରେ ପେଟ୍ରୋଲ୍ ଢାଳି ହୋଇ ନିଆଁ ଲଗାଇଦେଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କଟକ ଜିଲ୍ଲା କିଶୋରନଗର … Read More

୩ ବର୍ଷରେ ୧୪ଟି ବାଘ ଶିକାର, ଯାଇଛି ୪୧ ହାତୀଙ୍କ ଜୀବନ

ଭୁବନେଶ୍ୱର: ଜଙ୍ଗଲରେ ମାତିଛନ୍ତି ଶିକାରୀ। ୩ ବର୍ଷରେ ୧୪ଟି ବାଘ ଶିକାର କରିଛନ୍ତି। ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି ବୋଲି ଗୃହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା … Read More

ନାଗପୁର ସଂଘର୍ଷ ଯୋଜନାବଦ୍ଧ ନା ସରକାରଙ୍କ ବିଫଳତା? ତେଜିଲା ରାଜନୀତି

ନାଗପୁର: ନାଗପୁର ସଂଘର୍ଷରେ ୩୦ ରୁ ଅଧିକ ଲୋକ ଆହତ ହେବା ପରେ ଏହାକୁ ନେଇ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଥିଲା। ମାତ୍ର ବିରୋଧୀ … Read More

ଆଇଏଏସ ସ୍ତରରେ ଅଦଳବଦଳ, ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ OSCSC ଏମଡି

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ OSCSC ଏମଡି । ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଅପରପକ୍ଷରେ ଡିଟିଇଟି ଥିବା ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦେଶକ ଭାବେ ଅତିରିକ୍ତ … Read More

୬୦.୬୧ ସ୍କୋର୍‌ ସହ ପାରାଦୀପ ଶିଳ୍ପାଞ୍ଚଳ ସର୍ବାଧିକ ପ୍ରଦୂଷିତ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦୂଷିତ ଭାବରେ ଉଭା ହୋଇଛି । ୬୦.୬୧ ସିଇପିଆଇ ସ୍କୋର୍‌ ସହ ଅତ୍ୟଧିକ ସହ ପାରାଦୀପ ପ୍ରଦୂଷିତ ଅଞ୍ଚଳ ଭାବେ ଟିହ୍ନଟ ହୋଇଛି । ଏନେଇ ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର … Read More

ପାନୀୟ ଜଳ କାମରେ ବିଳମ୍ବ ହେଲେ ଠିକା କମ୍ପାନୀଙ୍କ ବିରୋଧରେ FIR: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର : ଏଣିକି ପାନୀୟ ଜଳ ଯୋଗାଣରେ ଅଵ୍ୟଵସ୍ଥା କଲେ ଠିକା କମ୍ପାନୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି … Read More

ଆତ୍ମସମର୍ପଣ ଅପେକ୍ଷା ଲଢେଇ କରିବାକୁ ଚାହିବୁ : ୟୁକ୍ରେନ୍

କିବ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ରୁଷରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହେବାକୁ ଯାଉଛି । ଏହି କଥାବାର୍ତ୍ତାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ … Read More