ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ୍ ବଢିଲା

ଭୁବନେଶ୍ୱର: ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ବଢିଲା । ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି ଅଣ୍ଡାର ମୂଲ୍ୟ । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ … Read More

ମହିଳା କଂଗ୍ରେସ କର୍ମୀଙ୍କୁ ହତ୍ୟା, ସୁଟ୍‌କେସ ଭିତରୁ ମିଳିଲା ମୃତଦେହ

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ନଜର ଆସିଥିବା ୨୨ ବର୍ଷୀୟା ମହିଳା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କୁ ହତ୍ୟା କରାଯାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦିନକ ପୂର୍ବରୁ ହିମାନୀଙ୍କୁ ହତ୍ୟା କରାଯିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। … Read More

ଅଧ୍ୟାପକଙ୍କ ଅସଦାଚରଣ ଲାଗି ଜୀବନ ହାରିଲେ ଛାତ୍ରୀ

ପଟ୍ଟାମୁଣ୍ଡାଇ: ମୋ ଝିଅ…ମୋ ଝିଅ…କୁଆଡ଼େ ଗଲୁ ମୋ ସୁନା ….କାହିଁକି ଏମିତି କଲୁ ….ମୋତେ ଛାଡ଼ି ଚାଲିଗଲୁ … କିଏ ମୋତେ ବୋଉ ବୋଲି ଆଉ ଡାକିବ…..କଲେଜରୁ ଆସି ଖାଇବାକୁ ଦେ ବୋଲି ମାଗିବ…. ଏମିତି ଭାବି ଭାବି ଭୋ ଭୋ ହୋଇ … Read More

ଲିଙ୍ଗରାଜ ମନ୍ଦିରରେ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ଉପବାସରେ ମହାପ୍ରଭୁ

ଭୁବନେଶ୍ୱର: ପୁଣି ଉପବାସରେ ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି । ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ ହେବାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଛି । ଲଗାତର ୧୧ ବର୍ଷ ହେବ ପାଳନ ହେଉନି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ … Read More