କଟକରେ ରେଳ ଦୁର୍ଘଟଣା, ୧୧ ବଗି ଲାଇନଚ୍ୟୁତ
କଟକ: ରବିବାର ଦିନ କଟକର ଚୌଦ୍ୱାର ଅଞ୍ଚଳର ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ, ଟ୍ରେନଟି ରେଳ ଧାରଣାରୁ ଲାଇନଚ୍ୟୁତଛି । ଏହାପରେ ପରେ ଟ୍ରେନରେ ଥିବା ଯାତ୍ରୀମାନେ ବ୍ୟସ୍ତବିବ୍ରତ ହୋଇ … Read More