ପୁଣି ବଢିଲା ତାତି : ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ, ୪୦ ଟପିଲା ଭୁବନେଶ୍ୱର
ଭୁବନେଶ୍ୱର : ପୁଣି ବଢିଲା ତାତି,୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର।ରାଜ୍ୟରେ ଅସମ୍ଭାଳ ତାତି କୁ ନେଇ ୩ ଦିନ ଯାଏ ହିଟ ୱେଭ ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ୪୨ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟ … Read More