‘ସୁଧୁରୁ ନାହାନ୍ତି ମୋ ବସ୍ ଡ୍ରାଇଭର: କଟକରେ ଅଟୋ ଡ୍ରାଇଭର ଲହୁଲୁହାଣ
କଟକ, ୨୭।୨: ‘ମୋ ବସ୍’ ଜନିତ ଦୁର୍ଘଟଣା ଜାରି ରହିଛି। କଟକର ଗଣେଶ ଘାଟ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ଅଟୋ-ରିକ୍ସା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଚିନ୍ତା ପ୍ରକାଶ କରିଛନ୍ତି। ମୋ ବସ୍ ଡ୍ରାଇଭରଙ୍କ ଉପରେ … Read More