ପୋକ୍ସୋ ମାମଲାରେ ଚାର୍ଜଶିଟ୍ ଦାଖଲ ପରେ ୟେଦିୟୁରପ୍ପାଙ୍କୁ ସମନ କଲେ କୋର୍ଟ

ନୂଆଦିଲ୍ଲୀ: ପୋକ୍ସୋ ମାମଲାରେ ସିଆଇଡିର ନୂଆ ଚାର୍ଜସିଟ୍‌ ପରେ ୟେଦିୟୁରପ୍ପାଙ୍କୁ କୋର୍ଟଙ୍କ ସମନ। ଗୁରୁବାର କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ଏନେଇ ସମନ କରିଛି। ପୂର୍ବରୁ ମଧ୍ୟ ୟେଦିୟୁରପ୍ପାଙ୍କ ବିରୋଧରେ ଏନେଇ ମାମଲା ବିଚାରାଧୀନ ଥିଲା। ହେଲେ … Read More

ପୋଲାଭରମ ପ୍ରକଳ୍ପ ବିରୋଧରେ ଗଣଗର୍ଜନ, ଭର୍ଚୁଆଲରେ ସମାବେଶକୁ ସମ୍ବୋଧନ କଲେ ନବୀନ

ମାଲକାନଗିରି : ପୋଲାଭରମ ପ୍ରକଳ୍ପ ବିରୋଧରେ ରଣହୁଙ୍କାର ।  ଆଜି ମାଲକାନଗିରିର ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଜନ ସମାବେଶ ।  ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସାମିଲ ହୋଇଥିଲେ … Read More

ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼

ଭୁବନେଶ୍ୱର : ପ୍ରାଣିସମ୍ପଦର ଚିକିତ୍ସା ଓ ଟୀକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟୀକାକରଣ ବାବଦରେ ଜନସାଧାରଣଙ୍କୁ ଫି ଦେବାକୁ ପଡ଼ିବ ନାହିଁ। … Read More

ବାଙ୍କୀରେ ବାଘୁଆ ମହୁମାଛି ଆକ୍ରମଣ; ଜଣେ ମୃତ ଓ ୩ ଆହତ

କଟକ: ଘଟିଯାଇଛି ଦୁଃଖଦ ଘଟଣା । ବାଘୁଆ ମହୁମାଛି ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଆଜି ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ ଦେଖାଯାଇଥିଲା। ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଛି । … Read More

ମହାକୁମ୍ଭ ଯୋଗୁଁ ବଢିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି : ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ରରୁ ଭାରତ ପାଇଁ ସନ୍ତୋଷଜନକ ଖବର । ୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୨%କୁ ବୃଦ୍ଧି ପାଇଛି। ପୂର୍ବ ତ୍ରୈମାସରେ ଏହା ୫.୪% ଥିଲା। ଭଲ ମୌସୁମୀ ପରେ ଅର୍ଥନୀତିକୁ ଦୃଢ଼ … Read More

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ ନଡ୍ଡା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । … Read More

୨ ରାଜ୍ୟରେ ୯ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି ସିନ୍ଧୁ ଶର୍ମାଙ୍କ ସମ୍ମୁଖରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଗୁରାଲା ବିଜୟ କୁମାର(୩୬) ଏବଂ ସୋଡି ବାଲା … Read More

ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।  ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଆଜି ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ଆଜି ଅପରାହ୍‌ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ … Read More

ଉତ୍ତରାଖଣ୍ଡରେ ହିମସ୍ଖଳନ: ଫସିଛନ୍ତି ୪୭ ଶ୍ରମିକ

ଡେରାଡୁନ: ଉତ୍ତରାଖଣ୍ଡ ଚାମୋଲିରେ ଘଟିଛି ବଡ଼ ଦୁର୍ଘଟଣା । ହିମସ୍ଖଳନ କାରଣରୁ ବଡ ଅଘଟଣ ଘଟିଛି । ମାଣା ଗାଁ ଗ୍ଲେସିୟର ତରଳିବା ଦ୍ୱାରା ୪୭ ଜଣ ଶ୍ରମିକ ବରଫ ତଳେ ପୋତି ହୋଇଯାଇଛନ୍ତି । ଏଥିସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ … Read More

୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ, ୩ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ଟିମ୍‌କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ … Read More