ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୮ବର୍ଷରେ ଓଡ଼ିଶାର ୧୭୧୬୬ କୋଟି ଟଙ୍କାର ଆର୍ଥିକ କ୍ଷତି

ଭୁବନେଶ୍ବର : ନିଜର ଭୌଗଳିକ ଅବସ୍ଥିତି ପାଇଁ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି ଓଡ଼ିଶା । ବିଗତ ୮ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟକୁ ପ୍ରାୟ ୧୭୧୬୬.୪୩କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଯାହାକି ୨୦୨୪-୨୫ … Read More

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ଟାସ୍କଫୋର୍ସର ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ଟାସ୍କଫୋର୍ସର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ … Read More

ପ୍ରଭୁ ଲିଙ୍ଗରାଜଙ୍କ ଜାଗର: ଏକାମ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍‌ ପୁଲିସ

ଭୁବନେଶ୍ବର: ଜାଗର ପାଖେଇ ଆସୁଛି। ଏହି ପବିତ୍ର ପାଇଁ ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିସନରେଟ ପୁଲିସ ପକ୍ଷରୁ ଡକାଯାଇଥିବା ଏହି ସମନ୍ବୟ ବୈଠକରେ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଠିକ ସମୟରେ କିପରି … Read More

୪ ଦିନ ବର୍ଷିବ ! ଏସବୁ ଜିଲାକୁ ଘଡଘଡି ବର୍ଷା ଆଲର୍ଟ

ଭୁବନେଶ୍ୱର,୧୯।୨ : ଆସୁଛି ବର୍ଷା | ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୦ରେ ୩ ଜିଲାକୁ ଅରେଞ୍ଜ, ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ସେହିପରି … Read More

ସୀମା ଟପୁଛି ଅନ୍ଧବିଶ୍ୱାସ, କୁସଂସ୍କାର ବଞ୍ଚି ଥାଉଥାଉ ମା’ର ଶୁଦ୍ଧିକ୍ରିୟା

ଭାପୁର: ସୀମା ଟପିଛି କୁସଂସ୍କାର ଓ ଅନ୍ଧବିଶ୍ୱାସ। ଗାଁ ମୁଖିଆଙ୍କ ଚାପରେ ୮୧ ବର୍ଷର ବୃଦ୍ଧା ମା’ ବଞ୍ଚି ଥାଉଥାଉ ପୁଅ-ବୋହୂ ଶୁଦ୍ଧି ହୋଇଛନ୍ତି। ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗାଁରେ ଭୋଜିଭାତ ମଧ୍ୟ ଦେଇଛନ୍ତି। ମାତ୍ର ମା’ଙ୍କର … Read More

ଅଚ୍ୟୁତଙ୍କୁ ସୁରକ୍ଷା ଦେବାକୁ ଗୃହ ବନ୍ଦ କରୁଛନ୍ତି ବିରୋଧୀ

ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଚ୍ୟୁତ ସାମନ୍ତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ବୁଧବାର ବିଧାନସଭାରେ ଏହା କହିଛନ୍ତି ଜୟନାରାୟଣ ମିଶ୍ର। KIIT ପ୍ରସଙ୍ଗକୁ ନେଇ ଓଡିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ … Read More

ପ୍ରଥମ ଥର ପାଇଁ ବିଧାୟକ, ଏବେ ମୁଖ୍ୟମନ୍ତ୍ରୀ… ଜାଣନ୍ତୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କିଏ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ … Read More

ବିରଳରୁ ବିରଳ: ୭ ମାସର ଶିଶୁକୁ ବଳାତ୍କାର, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

କୋଲକାତା,୧୯।୨: ଏକ ଐତିହାସିକ ନିଷ୍ପତ୍ତିରେ, କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ସାତ ମାସର ଶିଶୁକନ୍ୟାକୁ ନିର୍ମମ ଭାବରେ ବଳାତ୍କାର କରିବା ଅଭିଯୋଗରେ ରାଜୀବ ଘୋଷକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ଅପରାଧକୁ “ବିରଳରୁ ବିରଳ” ଘୋଷଣା କରି, କୋର୍ଟ ପୀଡିତାଙ୍କ ପରିବାରକୁ ୧୦ … Read More

ପରବେଶ ବର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏଥିସହିତ ଦଳ ପରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ … Read More

ମହାକୁମ୍ଭକୁ ନେଇ ଗୁଜବ, ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ

ଲକ୍ଷ୍ନୌ: ମହାକୁମ୍ଭ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ । ବଜେଟ ଅଧିବେଶନରେ ଯୋଗ ଦେଇ ଯୋଗୀ ମହାକୁମ୍ଭକୁ ନେଇ ଅପପ୍ରଚାର କରୁଥିବା ବିରୋଧୀ ଗୋଷ୍ଠୀଙ୍କ ଉପରେ ସିଧା ସଳଖ ନିଶାନା କରିଛନ୍ତି । ସପା ସହ ମମତା ବାନାର୍ଜୀ, ଲାଲୁ … Read More