ସୁଭଦ୍ରା ଯୋଜନା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହାକୁ ମିଶାଇ ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି । ଏହା ସତ୍ତ୍ବେ ଏବେ … Read More
