କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସଂଶୋଧନ ଆଇନ

ଯାଜପୁର : ଆମେ ଓଡିଆ, ଆମ ମାତୃଭାଷା ଓଡିଆ, ଦୁଇ ହଜାର ବର୍ଷର ପୁରୁଣା ଆମ ଏଇ ଭାଷା। ଭାଷା ଭିତ୍ତିକ ରାଜ୍ୟଭାବେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ସମଗ୍ର ଦେଶରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପ୍ରଥମ ଭାଷା ଓଡିଆ। … Read More

କଟକରେ ବିଜେଡିକୁ ଝଟକା: ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

କଟକ : ସିଏମସିରେ ବିଜେଡିକୁ ଡବଲ ଝଟକା। ବିଜେଡି ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ପଦବୀ। ଏଷ୍ଟାବ୍ଲିସମେଣ୍ଟ କମିଟି ଚେୟାରମ୍ୟାନ ଏବଂ ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ କମିଟି ଚେୟାରମ୍ୟାନ ପଦବୀ ଛଡ଼ାଇ ନେଇଛନ୍ତି ବିଜେପି ଓ ସ୍ୱାଧୀନ କର୍ପୋରେଟର। ଏଷ୍ଟାବ୍ଲିସମେଣ୍ଟ … Read More

ପିଲା ଓଡ଼ିଶାର, ହେଲେ ପରୀକ୍ଷା କେନ୍ଦ୍ର ଗୁଜରାଟର ଗୋଧ୍ରା!

ଭୁବନେଶ୍ବର : ଅଧିକାଂଶ ଅଭିଭାବକ ଚାହାନ୍ତି ତାଙ୍କ ପୁଅ ବା ଝିଅ ଡାକ୍ତରଟିଏ ହେଉ। ସର୍ବଭାରତୀୟ ସ୍ତରରେ ଏନଟିଏ ବା ନେସନାଲ ଟେଷ୍ଟିଂ ଏଜେନସି ନିଟ୍ ପ୍ରବେଶିକା ପରୀକ୍ଷା କରିଥାଏ। ନିଟ୍ ବା ‘National Eligibility-cum-Entrance Test’ ପାଇଁ ଗତ ମେ’ … Read More

ବାହାରିଲା ନିଷ୍କର୍ଷ, ସନ୍ଧ୍ୟାରୁ ବାରିପଦା ଷ୍ଟାଣ୍ଡରୁ ଗଡ଼ିବ ବସ୍‌

ବାରିପଦା : ବାହାରିଲା ନିଷ୍କର୍ଷ। ଆଜି ସନ୍ଧ୍ୟାରୁ ବାରିପଦା ବସ୍‌ ଷ୍ଟାଣ୍ଡରେ ଅନ୍ୟ ସହର ଅଭିମୁଖେ ଗଡ଼ିବ ବସ୍‌। ମୟୂରଭଞ୍ଜ ଏସ୍‌ପି ଏସ୍‌. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ … Read More

ବାଲେଶ୍ୱରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ; ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ବର : ବାଲେଶ୍ୱର ପୌରାଞ୍ଚଳରେ ସ୍ୱାଭାବିକ ହେଉଛି ସ୍ଥିତି। କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଛି। ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ଶିଳ୍ପାଞ୍ଚଳ ଥାନା … Read More

କଟକ ବଡ଼ ଡାକ୍ତରଖାନାରେ ଚାଞ୍ଚଲ୍ୟ: ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି

କଟକ: କଟକ ବଡ଼ ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି ଦିଆଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କେନ୍ଦ୍ରୀୟ ଔଷଧ ଗୃହକୁ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନିର ସାମଗ୍ରୀ ଯୋଗାଣ ବନ୍ଦ କରିଦେବାରୁ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯିବା ଘଟଣାରେ … Read More

ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂରତି

ପୁରୀ: ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂରତି ଦିବ୍ୟ ସ୍ନାନ କରିଛନ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ … Read More

ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଦୁର୍ବଳ ନଦୀ … Read More

ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ; ସଜେଇ ହେଉଛି ଗାଁ

କେନ୍ଦୁଝର : ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଥିପାଇଁ ସଜେଇ ହେଉଛି ଗାଁ। ନିର୍ବାଚନ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେଥିପାଇଁ ଗାଁର ରାସ୍ତାଘାଟ ମରାମତି ଓ … Read More

ଆଗାମୀ ୩ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ବୌଦ୍ଧ ରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ୮ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା ଘଡଘଡି। ଆସନ୍ତା ୨୪ ଘଣ୍ଟାରେ … Read More