କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ଶେଷ, ଜାଣନ୍ତୁ କିଏ ପାଇଲେ କେଉଁ ବିଭାଗ

ନୂଆଦିଲ୍ଲୀ : ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଛନ୍ତି। ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ … Read More

ତୀର୍ଥ ଯାତ୍ରୀଙ୍କ ଉପରେ ହମଲା: ଜଙ୍ଗଲରେ ଲୁଚିଛନ୍ତି ୩ ବିଦେଶୀ ଆତଙ୍କୀ

ଶ୍ରୀନଗର : ଜମ୍ମୁ-କଶ୍ମୀର ରୈସିରେ ରବିବାର ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ଗୋଟିଏ ତୀର୍ଥ ଯାତ୍ରୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ଆତଙ୍କୀଙ୍କ ଗୁଳିମାଡ଼ ଯୋଗୁ ବସ୍‌ଟି ଖାଇକୁ ଖସି ପଡ଼ିଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ … Read More

ଝାଡ଼ାବାନ୍ତିରେ ଜଣେ ମୃତ, ୪ ଗୁରୁତର

ରାୟଗଡ଼ା : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗାଁରୁ। ମୃତକ ଜଣଙ୍କ ହେଉଛନ୍ତି … Read More

ପାଖେଇ ଆସୁଛି ସ୍ନାନ ପୂର୍ଣ୍ଣିମା, ରଥଖଳାରେ କାମ ତ୍ବରାନ୍ବିତ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚକ, ଅଖ ଓ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରିନାହାକା ଉଠିବାର ପରମ୍ପରା ରହିଛି। ଏଣୁ ପରମ୍ପରାକୁ ଦୃଷ୍ଟିରେ ରଖି ରଥ ସେବକମାନେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ତିନିରଥର ତିନିଭୂଇଁ ନିର୍ମାଣ … Read More

‘ଆଶ୍ଚର୍ଯ୍ୟ ହେବାର କିଛି ନାହିଁ’: ରିଆସି ଆତଙ୍କବାଦୀ ଆକ୍ରମଣ ଉପରେ ଓମର ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରିଆସିରେ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ କହିଛନ୍ତି । ସେ … Read More

ମଦୁଆଙ୍କ ଚିନ୍ତା‌ ବଢ଼ାଇଛି ରାତିଅଧିଆ ଚେକିଂ: ୨ଦିନରେ ୨୧୭ ଗାଡ଼ି ଜବତ

ଭୁବନେଶ୍ବର: କୌଣସି ପରିସ୍ଥିତିରେ ମଦ୍ୟପ ଚାଳକଙ୍କୁ ଛଡ଼ାଯିବ ନାହିଁ। ଜରିମାନା ଗଣିବେ; ଗାଡ଼ି ବି କୋର୍ଟକୁ ଯିବ। ଦରକାର ପଡ଼ିଲେ ଜେଲ୍‌ ମଧ୍ୟ ଯାଇପାରନ୍ତି। ଖାଲି ଏତିକି ନୁହେଁ ଲାଇସେନ୍ସ ବି ରଦ୍ଦ କରାଯିବ। ଦ୍ବୈତନଗରୀରେ ଘଟୁଥିବା ବିଭିନ୍ନ ଅପରାଧ ଓ … Read More

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର: କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବେ ତାରି ଉପରେ ସମସ୍ତଙ୍କ ନଜର। ଏହାରି ଭିତରେ ଯେତେେବେଳ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଇସାରିଛନ୍ତି। ଏଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଦୁଇ ପର୍ଯ୍ୟବେକ୍ଷକ ବିଜେପି … Read More

ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବୁ ନାହିଁ, କିନ୍ତୁ ଏନଡିଏ ସହ ରହିବୁ : ଅଜିତ ପାଓ୍ବାର

ମୁମ୍ବାଇ: ଏନସିପି ଅଜିତ ପାୱାର ଗୋଷ୍ଠୀକୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିନାହିଁ । ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିିଥିବାବେଳେ ଏକ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆମକୁ … Read More

ଅପରିବର୍ତ୍ତିତ ରହିଲା ଅଶ୍ୱିନୀ, ଧର୍ମେନ୍ଦ୍ର ଓ ଜୁଏଲଙ୍କ ମନ୍ତ୍ରାଳୟ

ଭୁବନେଶ୍ୱର: ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରିମଣ୍ଡଳର ହୋଇଛି ବିଭାଗ ବଣ୍ଟନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି | … Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ … Read More