ଛାତ୍ରଛାତ୍ରୀଙ୍କୁ ରାହୁଲ କହିଲେ, ‘ମୁଁ ସଂସଦରେ ଆପଣଙ୍କ ସ୍ୱର ହେବି’!

ନୂଆଦିଲ୍ଲୀ: ନିଟ-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପରୀକ୍ଷାରେ ଅନିୟମିତତା ଯୋଗୁଁ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେ … Read More

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୦ ଜଣଙ୍କର ମୃତ୍ୟୁ: ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ

ଶ୍ରୀନଗର: ରବିବାର ଦିନ ଜମ୍ମୁକଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସିପଡିଛି | ଜମ୍ମୁକାଶ୍ମୀରର ରିୟାସି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି | ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, … Read More

ନୂଆପଡ଼ା ଜିଲ୍ଲାରେ ପିଆଜ ଗୋଦାମ ପାଲଟିଛି ଗୁହାଳ, ଚାଷୀ ପାଉନି ଉଚିତ ମୂଲ୍ୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଚାଲିଛି। ଏପଟେ ଚାଷୀ ପିଆଜ ଚାଷ ପାଇଁ ଗୁରୁତ୍ବ ଦେଇ ଜୋର୍‌ସୋର୍‌ରେ ପିଆଜ ଅମଳ କରିଚି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ପାଇଁ ସଂରକ୍ଷଣ ବ୍ୟବସ୍ଥା ଯେଉଁ ପରିମାଣରେ ହେବା କଥା … Read More

ଓଡ଼ିଶା ଖଦି ବୋର୍ଡ ସଭାପତି ପଦରୁ ସଂଗ୍ରାମ ପାଇକରାୟଙ୍କ ଇସ୍ତଫା

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗ ବୋର୍ଡର ସଭାପତି ପଦରୁ ରବିବାର ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି । ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଆଗଷ୍ଟ ୨୦୧୯ ରୁ ୫ ଜୁନ … Read More

ମୋଦୀଙ୍କ ନୂଆ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଧର୍ମେନ୍ଦ୍ର, ଜୁଏଲ୍‌ଙ୍କ ସହିତ ଅଶ୍ବିନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତୃତୀୟ ପାଳିରେ ଓଡ଼ିଶାକୁ ଗୁରୁତ୍ବ ଦେଇଛନ୍ତି। ସେ ନିଜ କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ତିନି ଜଣଙ୍କୁ ସ୍ଥାନ ଦେଇଛନ୍ତି। ଏଥିରେ ଅଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ … Read More

ମୋଦୀ କ୍ୟାବିନେଟରେ ସାମିଲ ହେଲେ ସବୁଠୁ କମ୍ ବୟସ୍କ ସାଂସଦ ରାମମୋହନ ନାଇଡୁ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଏବେ ଦେଶରେ ନୂଆ ସରକାର ‘ମୋଦୀ ୩.୦’ ର ଶପଥ ଗ୍ରହଣ ହୋଇସାରିଛି । ସନ୍ଧ୍ୟା ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ ସହିତ ତାଙ୍କ କ୍ୟାବିନେଟ୍ … Read More

କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଏମଭି-୩ ଗ୍ରାମ ନିକଟସ୍ଥ କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗୋଦାମ ପୋଡିଯାଇଥିଲା। ଅଗ୍ନିଶମ ସେବା ଭାରପ୍ରାପ୍ତ ଅଧିକାରୀ କମଳ ଗୌଡ଼ … Read More

ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଛନ୍ତି। ରବିବାର ଏନେଇ ଘୋଷଣା କରିଛନ୍ତି ଅଚ୍ୟୁତ ସାମନ୍ତ। ଜୁନ୍‍ ୯ ତାରିଖରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଶ୍ରୀ … Read More

ମୋଦୀ ସରକାର ୩.0 : ଶପଥ ନେଲେ ଶାହ, ରାଜନାଥ, ଗଡକରୀ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର … Read More

ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ: କ୍ୟାମ୍ପସ୍ ପରିଷ୍କାର ପରିଚ୍ଛନ୍ନତା ପାଇଁ ଡିଇଓଙ୍କୁ ବିଦ୍ୟାଳୟ-ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ଶେଷ ହେବାକୁ ଯାଉଛି। ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଜୁନ୍ ୧୮ରେ ସ୍କୁଲ ଖୋଲିବ । ଏହାର ସପ୍ତାହେ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ … Read More