କୁଏତରୁ ୪୦ ଭାରତୀୟଙ୍କ ମୃତଦେହ ଆଣିବେ ଭାରତ ସରକାର, ପହଞ୍ଚିଲା ସୁପର ହରକୁଲେସ୍ ବିମାନ
ନୂଆଦିଲ୍ଲୀ: କୁଏତର ମଙ୍ଗାଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ ଭାରତୀୟଙ୍କ ମୃତଦେହଗୁଡ଼ିକୁ ଫେରାଇ ଆଣିବେ ଭାରତ ସରକାର। ଏଥିପାଇଁ ଭାରତୀୟ ବାୟୁସେନାକୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୁଏତ ସରକାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ରୁ ଅଧିକ … Read More