ମ୍ୟାଜିକ୍‌ ନମ୍ବର ଡେଇଁଲା ବିଜେପି, ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ

ଇଟାନଗର : ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ। ମ୍ୟାଜିକ୍‌ ନମ୍ବର ପାର୍‌ କଲା ଦଳ। ମୋଟ ୬୦ ଆସନରୁ ୪୫ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି। ସେହିପରି ୧ଟି ଆସନରେ ଦଳ ଏବେବି ଆଗୁଆ ରହିଛି। ତେବେ ଏହି ନିର୍ବାଚନ … Read More

ପୁଣେ ପୋର୍ସେ ଦୁର୍ଘଟଣା; ମଦ ପିଇ ଡ୍ରାଇଭିଂ କରୁଥିଲି କହିଲେ ଅଭିଯୁକ୍ତ ନାବାଳକ

ପୁନେ : ପୁଣେ ପୋର୍ସେ କାର୍ ଦୁର୍ଘଟଣା ଘଟାଇଥିବା ନାବାଳକ ପୁଲିସ ଆଗରେ ସତ ମାନିଛନ୍ତି। ଦୁର୍ଘଟଣା ରାତିରେ ସେ ଅତ୍ୟଧିକ ମଦ ପିଇ ଡ୍ରାଇଭିଂ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ନାବାଳକଙ୍କ ଦୋଷ ଲୁଚାଇବା ପାଇଁ ପରିବାର ବର୍ଗ … Read More

ଆତ୍ମସମର୍ପଣ କଲେ କେଜ୍ରିୱାଲ, କହିଲେ ଜେଲରୁ ଥାଇ ଦଳ କଥା ବୁଝିବି

ନୂଆଦିଲ୍ଲୀ : ଅନ୍ତରୀଣ ଜାମିନ କଣ୍ଟ ପୂରିବା ପରେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜେଲ ନିୟମ ଅନୁସାରେ … Read More

ଏକଜିଟ ପୋଲ: ଜଗନଙ୍କ ଠାରୁ ଆନ୍ଧ୍ର ପ୍ରଦେଶ ଛଡ଼ାଇ ଆଣିବ ଏନଡିଏ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିବ ବିପୁଳ ଜନମତ। ଗାଦିଚ୍ୟୁତ ହେବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଜଗନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସକୁ ଲାଗିବ ଜୋରଦାର ଝଟକା। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକଜିଟ୍ … Read More

ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାରେ ସ୍ୱାମୀ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ଶୁକ୍ରବାର କରାଯାଇଥିବା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍‌। ଆଜି ପୁଲିସ ପଦ୍ମିନୀଙ୍କ ସ୍ୱାମୀ ତପନ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। … Read More

କଂଗ୍ରେସ ନେତା ଜୟରାମ ରମେଶଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶଙ୍କ ସମସ୍ୟା ବର୍ତ୍ତମାନ ବଢିପାରେ କାରଣ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି | ଜୁନ୍ ୧ରେ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ ଅମିତ ଶାହା ୧୫୦ ଜଣ କଲେକ୍ଟରଙ୍କ … Read More

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୧୭ ଆକ୍ରାନ୍ତଙ୍କ ଚିକିତ୍ସା ଜାରି

ଭୁବନେଶ୍ବର/ପୁରୀ: ବହୁଚର୍ଚ୍ଚିତ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ଗତ ବୁଧବାର ଦିନ ରାତି ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ଘଟିଛି।ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୭ … Read More

ବୁଥ୍‌ ବାହୁଡ଼ା ମତ: ଓଡ଼ିଶାରେ ବିଜେଡି-ବିଜେପି କଡ଼ା ମୁକାବିଲା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଏହାର ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମର ସହାୟତାରେ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍‌ ବାହୁଡ଼ା ମତ … Read More

ପୁଣି ନିର୍ବାଚନରେ ହାରିଲେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ

ଗ୍ୟାଙ୍ଗଟକ୍: ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆଙ୍କୁ ପୁଣି ଥରେ ନିର୍ବାଚନୀ ରାଜନୀତିରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ରବିବାର ସରକାରୀ ତଥ୍ୟ ଅନୁଯାୟୀ, ସେ ସିକ୍କିମର ବାରଫଙ୍ଗ ଆସନରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ରିକ୍ଷଲ … Read More

ନିର୍ବାଚନ ଫଳାଫଳ ପରେ ବି ୧୫ ଦିନ ଯାଏଁ ଏହି ଦୁଇ ରାଜ୍ୟରେ ମୁତୟନ ରହିବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ, ନିର୍ବାଚନ ଆୟୋଗ ଭୋଟ୍ ଗଣନା ପରେ ମଧ୍ୟ ପନ୍ଦର ଦିନ ପାଇଁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ କେନ୍ଦ୍ରୀୟ ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟକୁ ଆୟୋଗ ଏହି … Read More