ନୂଆ ସରକାରଙ୍କ ପ୍ରଥମ ନିଷ୍ପତ୍ତି: ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ବାର
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ବାର ଜୁନ୍ ୧୩ ତାରିଖ ଠାରୁ ଖୋଲି ଦିଆଯିବ। ଶ୍ରୀମନ୍ଦିରରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭୋର ସକାଳୁ ମଙ୍ଗଳ ଆରତୀ ବେଳେ ୪ଟି ଦ୍ବାର ଖୋଲି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ … Read More