‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା
ଭୁବନେଶ୍ବର : ଅନେକ ସମୟରେ ଜନସାଧାରଣଙ୍କୁ ମିଥ୍ୟା ସୂଚନା ଜରିଆରେ ବିଭ୍ରାନ୍ତ କରିବା ନୂଆ କଥା ନୁହେଁ। ସେମିତି ଏକ ସମ୍ବାଦ ଗତ ୨/୩ ଦିନ ହେବ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଯେଉଁମାନେ ୧ରୁ ଅଧିକ ସିମ … Read More