ଏ ବର୍ଷ ରଥଯାତ୍ରା ଅନନ୍ୟ ଓ ବିରଳ

ଭୁବନେଶ୍ବର : ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା। କାରଣ ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କର ତିନି ତିନିଟି ବଡ଼ ନୀତି। ଅର୍ଥାତ୍ ଜୁଲାଇ ୭ ତାରିଖରେ ପଡୁଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା। ତା’ହେଲେ ଗୋଟିଏ ଦିନରେ … Read More

ସରପଞ୍ଚ ହେବାକୁ ଶେଷ ଇଚ୍ଛା – ସିଦ୍ଧାନ୍ତ

ଭୁବନେଶ୍ୱର : ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ଆସିଥିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ବିଧାନସଭା ପ୍ରଥମ ଦିନରେ ବିଜେପି ବିଧାୟକ ସିଦ୍ଧାନ୍ତଙ୍କ ପ୍ରତିକ୍ରିୟା ମିଳିଛି। … Read More

ନିଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଓ ଏନଟିଏକୁ କହିଲେ ସୁପ୍ରିମକୋର୍ଟ – ୦.୦୦୧% ଅବହେଳା ହେଲେ ମଧ୍ୟ ସମାଧାନ ଜରୁରୀ

ନୂଆଦିଲ୍ଲୀ : ଚଳିତ ବର୍ଷ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କହିଛନ୍ତି ଯେ ଯଦି କାହାର ୦.୦୦୧% ଅବହେଳା ହୁଏ, ତା’ହେଲେ … Read More

କାଲି କାଶୀପୁରରେ ଦିଆଯିବ ଡିପ୍‌ଥେରିଆ ବୁଷ୍ଟର ଡୋଜ

ଭୁବନେଶ୍ବର : ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ରାୟଗଡା ଜିଲ୍ଲା କାଶୀପୁରରେ ବୁଧବାରଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା। ଏକ ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ। ୫ରୁ ୧୫ ବର୍ଷ … Read More

ଜାଲରେ ପଡିଲା ୪ କ୍ବିଣ୍ଟାଲ ଓଜନର ମାଛ

ପାରାଦୀପ : ପାରାଦୀପରେ ଧୀବରଙ୍କ ଜାଲରେ ପଡ଼ିଛି ଗୋଟିଏ ବିରାଟକାୟ ମାଛ। ଏହାର ଓଜନ ପ୍ରାୟ ୪ କ୍ବିଣ୍ଟାଲ ହେବ। ମହାନଦୀରୁ ଧରାହୋଇଥିବା ମାଛକୁ ୧୦ ଜଣ ଲୋକ ପାଣିରୁ ଉଠାଇବାକୁ ନୟାନ୍ତ ହୋଇପଡ଼ିଥିଲେ। ମାଛଟି ଦେଖିବାକୁ ଗୋଲାକାର ଶାଙ୍କୁଚ ପରି … Read More

ବାସି ମିଠାଖାଇ ୨୮ ଗୁରୁତର, ଅଧିକାଂଶ ଶିଶୁ

ସୁବର୍ଣ୍ଣପୁର : ବାହାଘର ମିଠା ଖାଇ ୨୮ ଜଣ ଅସୁସ୍ଥ ହୋଇଯାଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ୧୨ … Read More

ହରିୟାଣା କଂଗ୍ରେସକୁ ଝଟ୍‌କା: ଝିଅ ଶ୍ରୁତିଙ୍କ ସହିତ କିରଣ ଚୌଧୁରୀ ଇସ୍ତଫା ଦେଲେ,ବିଜେପିରେ ଯୋଗଦେବେ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ଝଟ୍‌କା ମିଳିଛି। ଲୋକସଭା ନିର୍ବାଚନରେ ​​ତାଙ୍କ ଝିଅକୁ ଟିକେଟ୍ ନ ଦିଆଯିବା ପରେ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା କଂଗ୍ରେସ ବିଧାୟକ କିରଣ ଚୌଧୁରୀ ଏବଂ ତାଙ୍କ ଝିଅ ପୂର୍ବତନ … Read More

ଦୁର୍ନୀତି ଅଭିଯୋଗ: ଅଡୁଆରେ କେରଳ ସିଏମ ବିଜୟନ, ନୋଟିସ ଜାରି କଲେ ହାଇକୋର୍ଟ

କୋଚି: ମଙ୍ଗଳବାର କେରଳ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତାଙ୍କ ଝିଅ ଭିନା ଥାଇକାଣ୍ଡିୟିଲ ଏବଂ ଅନ୍ୟମାନଙ୍କୁ ଦୁର୍ନୀତି ଅଭିଯୋଗରେ ନୋଟିସ ଜାରି କରିଛନ୍ତି। କଂଗ୍ରେସ ବିଧାୟକ ମ୍ୟାଥୁ କୁଝାଲନନ୍ଦନଙ୍କ ଅଭିଯୋଗ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ପିଟିସନରେ ବନ୍ଦ … Read More

ମୋହନ ସରକାରଙ୍କ ମନ୍ତ୍ରୀମାନଙ୍କୁ ମିଳିଲା ଚାମ୍ବର: ଦ୍ୱିତୀୟ ମହଲାରେ ବସିବେ ୬ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ବିଜେପି ସରକାରର ମନ୍ତ୍ରୀମାନଙ୍କୁ ଆଜି ଲୋକସେବା ଭବନରେ(ସଚିବାଳୟ) ରୁମ୍ ଆବଂଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ସାମିଲ ମୋଟ ୧୫ଜଣ ମନ୍ତ୍ରୀଙ୍କୁ ଆଜି ଲୋକସେବା ଭବନର ମନ୍ତ୍ରୀ କରିଡ଼ରର ପ୍ରଥମ ଓ … Read More

ଦିଲ୍ଲୀରୁ ଦେଢ଼ କୋଟି ଚୋରି କରି ସୋରରୁ ବନ୍ଧା ହେଲେ ତିନି ଯୁବକ

ସୋର: ଦିଲ୍ଲୀରୁ ଦେଢ଼ କୋଟିରୁ ଅଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି ଅଭିଯୋଗରେ ସୋରରୁ ୩ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରା ଥାନା ମଛଦା ଗ୍ରାମର ମଦନ ମୋହନ ଦାସ ଦିଲ୍ଲୀ … Read More