କଙ୍ଗନାଙ୍କୁ ଚାପୁଡ଼ା ମାରିବା ଘଟଣା: ନିଲମ୍ବିତ କନଷ୍ଟେବଲଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରି ନିଲମ୍ବିତ ହୋଇଥିବା ସିଆଇଏସଏଫର ମହିଳା କନଷ୍ଟେବଲଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଏକାଧିକ ଚାଷୀ ସଂଗଠନ। ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିବା ପରେ କୁଲୱିନ୍ଦର କୌରଙ୍କୁ ନିଲମ୍ବିତ … Read More

ବଜ୍ରାଘାତରେ ୫ ମୃତ, ୪ ଗୁରୁତର

ରାଜ୍ୟରେ ଆଜି ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କୁଇଲିପାଳ ଗାଁରେ ବଜ୍ରାଘାତରେ ଖୁଦୁରା ନାଏକ ଗୁରୁତର ଆହତ ହୋଇଥିବା ବେଳେ … Read More

ବିଜେପି ବିଧାୟକ ଦଳ ବୈଠକ: ମୁଖ୍ୟମନ୍ତ୍ରୀ ବାଛିବେ ନେତା

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଦଳ ବୈଠକ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚିତ ବିଧାୟକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ନିର୍ବାଚିତ ବିଧାୟକମାନେ ନେତା ବାଛିବେ। କେନ୍ଦ୍ରରୁ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ … Read More

ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଆଇଏଏସ ସୁଜାତା ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରେ ଗଲେ । ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି ବିଜେଡିର ନମ୍ବର ଟୁ ନେତା ଭି,କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ … Read More

‘ଆଗାମୀ ଦିନରେ ଓଡ଼ିଶା ସଶକ୍ତ ଏବଂ ଉନ୍ନତ ରାଜ୍ୟ ହେବ’

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଜି ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥିସହ ମା’ ବିମଳା, ଲକ୍ଷ୍ମୀ … Read More

ଲୋକସଭାରେ କଂଗ୍ରେସ ଆସନ ସଂଖ୍ୟା ୧୦୦ ଛୁଇଁଲା!

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଦମଦାର ପ୍ରଦର୍ଶନ କରିଥିଲେ ହେଁ ୧୦୦ ଆସନ ଛୁଇଁ ପାରି ନଥିଲା। ମଙ୍ଗଳବାର ଘୋଷଣା ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ … Read More

କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ

କଟକ :କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ । କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ହୋଇଛନ୍ତି ବହିଷ୍କୃତ  । ୬ ବର୍ଷ ପାଇଁ କଂଗ୍ରେସରୁ ମାନସଙ୍କୁ ବହିଷ୍କାର କଲା ଦଳ । ଦଳ ବିରୋଧି କାର୍ଯ୍ୟ ପାଇଁ ପିସିସି … Read More

ମହାକାଶରେ ପହଞ୍ଚି ଖୁସିରେ ନାଚିବା ପରେ ସୁନୀତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ କ୍ରୁମେଟ ବଚ୍ ୱିଲମୋରଙ୍କ ସହିତ ମହାକାଶ ଯାତ୍ରା କରିଛନ୍ତି। ବୋଇଂ ଷ୍ଟାରଲାଇନର ମହାକାଶ ଯାନ ଦ୍ବାରା ଗୁରୁବାର ସୁନୀତା ଏବଂ ତାଙ୍କ ସହ ପାଇଲଟ୍‌‌ ବଚ୍‌‌ ୱିଲମୋର୍‌‌ ମହାକାଶରେ ସଫଳତା ସହ … Read More

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବଙ୍କୁ  ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। … Read More

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେବେ ହେଲେ ଛାଡ଼ିବିନି କହିଲେ ନୀତୀଶ କୁମାର

ପଲଟୁରାମ ବା ସବୁବେଳେ ପଟ ପରିବର୍ତ୍ତନ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଷ କୁମାର ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ବଡ଼ କଥା କହିଛନ୍ତି। ସାଧାରଣ ନିର୍ବାଚନରେ ବିଜେପିକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳି ନଥିବାରୁ ଜେଡିୟୁ … Read More