ତାଜ୍ ଏକ୍ସପ୍ରେସ୍ରେ ଭୟାବହ ଅଗ୍ନିକାଣ୍ଡ
ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍ ଏକ୍ସପ୍ରେସ ଟ୍ରେନ (୨୨୮୦) ଓଖଲା-ତୁଗଲକାବାଦ ବ୍ଲକ ସେକ୍ସନରେ ପହଞ୍ଚିଥିଲା, ସେତେବେଳେ ଗୋଟିଏ କୋଚ୍ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମ୍ପର୍କରେ … Read More