ଗୁଗଲ କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ

ନୂଆଦିଲ୍ଲୀ: ନୂଆ ବର୍ଷ ଅର୍ଥାତ୍ ୨୦୨୪ ପରେ ଗୁଗୁଲ୍ ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି। ଏବେ ଗୁଗଲର କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ।ଯେତେବେଳେ ବି … Read More

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ବାଂଲାଦେଶ ଫେରାର ଉଦ୍ୟମରେ ଅଛନ୍ତି ଟିଏମସି ନେତା ଶାହାଜାହାନ ଶେଖ, ଲୁକ ଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି । ଏହା ମଧ୍ୟ ଜଣାପଡିଛି ଯେ ଇଡି ଚଢ଼ାଉ ସମୟରେ ଶାହାଜାହାନ ଶେଖ ତାଙ୍କ ଘରେ ଥିଲେ ଏବଂ ଇଡି ଅଧିକାରୀଙ୍କ … Read More

ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପୂଜା ପାଇବେ କଳା ରଙ୍ଗର ପଥରରେ ତିଆରି ରାମ ଲଲା

ଅଯୋଧ୍ୟା : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ପ୍ରତିଦିନ ଆସୁଛି କିଛି କିଛି ରୋଚକ ତଥ୍ୟ। ଆଜି ରାମ ଲଲାଙ୍କ ମୂର୍ତ୍ତିକୁ ନେଇ ଆସିଛି ଏକ ତଥ୍ୟ। ରାମ ଲଲାଙ୍କର ୫ ବର୍ଷର … Read More

ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ କଲେ ଡେବ୍ୟୁ କଲେ ବୈଭବ

ପାଟନା : କ୍ରିକେଟ ଜଗତର ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ଚର୍ଚ୍ଚାରେ ଅଛନ୍ତି। ଏହି ସଫଳତା ସହ … Read More

ମହାଦେବ ବେଟିଂ ଆପ୍‌: ଚାର୍ଜସିଟ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ : ମହାଦେବ ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ଫସିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଥିବା ଚାର୍ଜସିଟ୍‌ରେ ତାଙ୍କ ନାଁ ରହିଛି। ଏହାକୁ ନେଇ ତାଙ୍କ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି। ଚାର୍ଜସିଟରେ … Read More

୨୦୨୪ ହେବାକୁ ଯାଉଛି ବିଶ୍ୱର ନିର୍ବାଚନ ବର୍ଷ, ୬୦ ଦେଶରେ ୨୦୦ କୋଟି ଭୋଟର ବାଛିବେ ସରକାର

ନୂଆଦିଲ୍ଲୀ : ସାରା ପୃଥିବୀରେ ୨୦୨୪ ହେବାକୁ ଯାଉଛି ନିର୍ବାଚନର ବର୍ଷ। କାରଣ ଚଳିତ ବର୍ଷ ବିଶ୍ୱର ପ୍ରାୟ ଅଧିକାଂଶ ଦେଶରେ ହେବ ନିର୍ବାଚନ। ସଂକ୍ଷେପରେ କହିବାକୁ ଗଲେ ବିଶ୍ୱ ଜନସଂଖ୍ୟାର ଅଧା ଭାଗ ଲୋକ ଏହି ବର୍ଷ ଭୋଟ୍ … Read More

ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ନୂଆ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର

ଭୁବନେଶ୍ବର: ଓଡ଼ିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର। ସେ କହିଛନ୍ତି, ବାହାର ଲୋକଙ୍କୁ ହଟାଅ, ଓଡ଼ିଆଙ୍କୁ ଆଣ। ଓଡ଼ିଶା ଫର ଓଡ଼ିଆ, ଅଫ ଓଡ଼ିଆ, ବାୟ ଓଡ଼ିଆ। … Read More

ଜାନୁଆରି ୨୦-୨୬ ଘରେ ରହିବ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁସଲମାନଙ୍କୁ ଏଭଳି କହିଲେ ଅଜମଲ

ନୂଆଦିଲ୍ଲୀ: ଜାନୁଆରି ୨୨ରେରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଉଛି। ବାବ୍ରି ମସଜିଦର ଓକିଲ ଇକବାଲ ଅନସାରୀଙ୍କୁ ମଧ୍ୟ ରାମ ମନ୍ଦିର ପ୍ରାଣ … Read More

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆପ୍ ନେତା ସଂଜୟ ସିଂଙ୍କୁ ଆଶ୍ବସ୍ତି, ନିଜେ ଯାଇ ମନୋନୟନ ପତ୍ର ଦାଖଲ କରିପାରିବେ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବ୍ୟକ୍ତିଗତ ଭାବେ ଯାଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଦିଲ୍ଲୀର … Read More

ଇଣ୍ଡିଆମେଣ୍ଟର ସଂଯୋଜକ କିଏ ହେବ ସେ ପ୍ରଶ୍ନ କୌନ ବନେଗା କରୋଡ଼ପତି ପରି

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଖୁବ୍ ଶୀଘ୍ର ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ପକ୍ଷରୁ ସମସ୍ତ ରାଜ୍ୟରେ ସିଟ୍ ବାଣ୍ଟିବା ନେଇ ଆଲୋଚନା ହେବ। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ … Read More