ବିନା ଅନୁମତିରେ ଦିଲ୍ଲୀ-ବାକୁ ବିମାନ ଉଡ଼ାଣ ଭରିବାରୁ ଇଣ୍ଡିଗୋର ପାଇଲଟ ନିଲମ୍ବିତ
ନୂଆଦିଲ୍ଲୀ: ଦିଲ୍ଲୀରୁ ଆଜରବାଇଜାନର ରାଜଧାନୀ ବାକୁ ଯାଉଥିବା ଇଣ୍ଡିଗୋ ବିମାନର ପାଇଲଟମାନଙ୍କୁ ବିମାନ ଉଡ଼ାଣରୁ ହଟାଇ ଦିଆଯାଇଛି ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଆବଶ୍ୟକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଅନୁମତି ବିନା ଉଡ଼ାଣ ଭରିଛି କି ନାହିଁ … Read More