ଟ୍ୟୁସନ୍ ରୁ ଫେରିବା ବାଟରେ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ
ଆଠଗଡ଼ : ଦଶମ ଶ୍ରେଣୀ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ। ବିଚ ବଜାରରେ ବେକକୁ ଛୁରୀରେ କାଟି ଫେରାର ହୋଇଗଲେ ଦୁର୍ବୃତ୍ତ। ଆଠଗଡ଼ର କୁଲେଇଲୋ ବଜାର ଉପରେ ଅଘଟଣ। ଦଶମ ଶ୍ରେଣୀର ଜଣେ ଛାତ୍ର ଟିଉସନରୁ ଫେରୁଥିବା ବେଳେ ଦୁଇ ଅଜଣା … Read More