ହମାସକୁ ସଂପୂର୍ଣ୍ଣ ରୂପେ ବିନାଶ ନକଲା ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଶେଷ ହେବ ନାହିଁ: ନେତନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଘୋଷଣା କରିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ତା’ର ସମସ୍ତ ଲକ୍ଷ୍ୟ ହାସଲ ନ କରିଛି, ସେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ସମାପ୍ତ ହେବ ନାହିଁ। ବିଶେଷ କରି, ହମାସକୁ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂବେ … Read More

ରାତି ଅଧରେ କାର୍‌ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ସୁପର ହର୍କ୍ୟୁଲସ ବିମାନ ସି-୧୩୦

  ବଡ଼ ସଫଳତା ହାସଲ କରିଛି ଭାରତୀୟ ବାୟୁସେନା। ରାତି ଅଧରେ କାର୍ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ହୁର୍କ୍ୟୁଲସ ବିମାନ। ବାୟୁସେନା ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହାର ଭିଡିଓକୁ … Read More

ଆବଶ୍ୟକ ପଡ଼ିଲେ କଳ୍ପନା ସୋରେନ୍‌ ହେବେ ମୁଖ୍ୟମନ୍ତ୍ରୀ

ଇଡି ଜାଲରେ ଛନ୍ଦି ହୋଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ସେ ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି। ଏହାରି ଭିତରେ ତାଙ୍କ ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚା ଉପରେ ବିରାମ … Read More

ଶିଶୁ ଆଶ୍ରୟ ଗୃହରୁ ନିଖୋଜ ସମସ୍ତ ୨୬ ନାବାଳିକା ହେଲେ ଠାବ, ୨ ଅଧିକାରୀ ନିଲମ୍ବିତ

ଭୋପାଳ: ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ଶିଶୁ ଆଶ୍ରୟ ଗୃହରୁ ନିଖୋଜ ହୋଇଥିବା ସମସ୍ତ ୨୬ ଜଣ ନାବାଳିକାଙ୍କୁ ମଧ୍ୟପ୍ରଦେଶ ପୁଲିସ ଠାବ କରିଛି। ଏହି ମାମଲାରେ ଦୁଇ ଜଣ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନିଲମ୍ବିତ … Read More

ଆଫଗାନିସ୍ଥାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି ।  ତେବେ ଆହତଜନିତ … Read More

ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା, ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି

ଭୁବନେଶ୍ବର   : ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣାର ତଦନ୍ତ କରିବେ ରାଜ୍ୟ ସରକାର । ଏଥିପାଇଁ ହସ୍ପିଟାଲକୁ ନୋଟିସ୍ ଜାରି ହୋଇଛି । ବିସ୍ପୋରଣ କେମିତି ହେଲା ? ଏଥିପାଇଁ ଦାୟୀ କିଏ ? ମୃତକଙ୍କର ସଠିକ ଭାବେ ଚିକିତ୍ସା ହୋଇଛି … Read More

ଜାନୁଆରି ୮ରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ଥିବା ବିଶ୍ବ ପ୍ରସିଦ୍ଧ ନଦୀବନ୍ଧ ‘ହରାକୁଦ ଜଳଭଣ୍ଡାର’ରେ ଆସନ୍ତାକାଲି (ଜାନୁଆରି ୮) ପକ୍ଷୀ ଗଣନା ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ୩୨ଟିମ୍‌ ନିୟୋଜିତ ହୋଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ … Read More

କାଲିଠାରୁ ଶ୍ରମିକ ମହାସଂଘର ଆନ୍ଦୋଳନ

ଆସନ୍ତାକାଲିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଧର୍ମଘଟ ଡାକରା … Read More

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍

ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବସରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକାସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ … Read More

କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ: ବିଧାୟକ ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବୟାନକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବରିଷ୍ଠ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି, ବିଜେଡି-ବିଜେପି ଆସନ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ। … Read More