କାନପୁର ଆଇଆଇଟି ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

କାନପୁର : କାନପୁର ଆଇଆଇଟିରେ ପିଏଚ୍‌ଡି କରୁଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ତାଙ୍କ ହଷ୍ଟ୍ରେଲ ରୁମ୍‌ରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରିୟଙ୍କା ଜୟସ୍ୱାଲ। ତାଙ୍କ ଘର ଝାଡ଼ଖଣ୍ଡର ଡୁମ୍‌କାରେ।ଆଜି ସକାଳେ ପ୍ରିୟଙ୍କାଙ୍କ ବାପା ନରେନ୍ଦ୍ର … Read More

ଜାନୁଆରୀ ୨୨ରେ ହାଫ୍ ଡେ’ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେହିଦିନ କେନ୍ଦ୍ର ସରକାର ହାଫ୍ ଡେ’ … Read More

ଏଲ୍‌ଓସିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ନୌସେରା ସ୍ଥିତ ଏଲ୍‌ଓସି ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆଜି ସକାଳୁ ଏହି ବିସ୍ଫୋରଣ ଘଟିଛି। ଆହତ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ … Read More

କରସେବକଙ୍କୁ ଗୁଳି କରିବା ଉଚିତ ନିଷ୍ପତ୍ତି ଥିଲା : ଶିବପାଳ ଯାଦବ

ଲକ୍ଷ୍ନୌ: ଅଯୋଧ୍ୟାର ରାମମନ୍ଦିର ଏବେ ଚର୍ଚ୍ଚାର କେନ୍ଦ୍ରରେ ଥିବାବେଳେ ରାଜନୈତିକ ନେତାମାନେ ଭଳିକି ଭଳି ବୟାନ ଦେଇଚାଲିଛନ୍ତି । ଏପରିକି କେତେକ ନେତା ପୁରୁଣା ବିବାଦକୁ ନେଇ ପୁଣି ଥରେ ବୟାନ ଦେଇଚାଲିଛନ୍ତି । ସମାଜବାଦୀ ପାର୍ଟି ନେତା ତଥା … Read More

ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର

ପାଟନା: ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରି ଫସିଲା ଚୋର। ଟ୍ରେନର ଝରକା ପଟେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଛଡ଼ାଇବାକୁ ଚୋର ଚେଷ୍ଟା କରୁଥିବା ବେଳେ ତାକୁ ଯାତ୍ରୀମାନେ ଧରି ପକାଇଥିଲେ। କେବଳ ଏତିକି ନୁହେଁ, ଟ୍ରେନ ଚାଲୁଥିବାରୁ ଯାତ୍ରୀମାନେ ଚୋରକୁ … Read More

ଯୁଦ୍ଧର ଦ୍ବାରଦେଶରେ ଇରାନ-ପାକିସ୍ତାନ ! ଇରାନ ଉପରେ ଜବାବୀ ଆକ୍ରମଣ କଲା ପାକିସ୍ତାନ

ଇସ୍ଲାମାବାଦ : ଇରାନ ପକ୍ଷରୁ ପାକିସ୍ତାନୀ ଅଂଚଳ ଉପରେ କରାଯାଇଥିବା ଆକ୍ରମଣର ୪୮ ଘଣ୍ଟା ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ ସେନା ।ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ଗୁରୁବାର ସକାଳେ ପାକିସ୍ତାନ ସାମରିକ … Read More

ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣକୁ ବିରୋଧ କରୁଛି : ଷ୍ଟାଲିନ୍

ଚେନ୍ନାଇ: ତାମିଲନାଡୁ ସରକାରରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରାମ ମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଆମ ନେତାମାନେ କହିଥିଲେ, ଧର୍ମ ଓ ରାଜନୀତିକୁ ମିଶାନ୍ତୁ ନାହିଁ। ଆମେ କୌଣସି … Read More

ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଆସିଲେ ଲୋକେ ଅଯୋଧ୍ୟାବାସୀଙ୍କ ଘରେ ରହିପାରିବେ’: ଓୟୋ କମ୍ପାନି

ଅଯୋଧ୍ୟା: ଜାନୁଆରି ୨୨ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଜାନୁଆରି ୨୨ ତ‌ାରିଖ ପରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ଅଯୋଧ୍ୟା ଯିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି … Read More

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିରୋଧ, ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାଖଲ

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ହେବ। ତେବେ ତା’ ପୂର୍ବରୁ ଏହାକୁ ବିରୋଧ କରି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଗାଜିଆବାଦର ଜଣେ ବ୍ୟକ୍ତି ଏହି ପିଟିସନ୍ ଦାଖଲ କରିଛନ୍ତି।ଆବେଦନକାରୀ କହିଛନ୍ତି … Read More

ମଣିପୁରରେ ଥମୁନି ହିଂସା, ୩ ଯବାନ ଆହତ

ଇମ୍ଫାଲ : ମଣିପୁରରେ ଥମୁନି ହିଂସା। ଆଜି ପୁଣି ମଣିପୁରର ଥୌବଲ ଜିଲ୍ଲାରେ ବନ୍ଧୁକଧାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ତିନି ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ଏନେଇ ଆଜି ପୁଲିସ ସୂଚନା ଦେଇଛି।ସୂଚନା ମୁତାବକ, ବୁଧବାର … Read More