ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ସଂଜୀବ ପଣ୍ଡା ହେଲେ ପୁଲିସ କମିସନର

ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତଥା ଓପିଏଚ୍‌ଡବ୍ଲୁସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ସଂଜୀବ … Read More

ଭାରତୀୟ ନୌସେନା ନଜରରେ ଚୀନ ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ: ମାଳଦ୍ୱୀପର ଏକ ବନ୍ଦରରେ ଚୀନ୍ ଗୁପ୍ତଚର ଜାହାଜ ‘ସିଆଙ୍ଗ ୟାଙ୍ଗ ହଙ୍ଗ- ୩’ ଜାହାଜକୁ ରହିବାକୁ ମାଳଦ୍ବୀପ ସରକାର ଅନୁମତି ଦେଇଛନ୍ତି। ଏ ନେଇ ଭାରତ ବୁଧବାର କହିଛି ଯେ ଆମେ ଚୀନ ଜାହାଜ ଉପରେ ନଜର ରଖିବୁ। … Read More

ନିଶା ଛାଡ଼ିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ନିଶା ଛାଡ଼ିବାକୁ ନିଶା ନିବାରଣ କେନ୍ଦ୍ରକୁ ଯାଇଥିଲା ପୁଅ। ହେଲେ ଫେରିଲା ଶବ ହୋଇ। ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ଥିବା ଏକ ନିଶା ନିବାରଣକେନ୍ଦ୍ରରେ … Read More

ଓଡ଼ିଶାରୁ ଉଦ୍ଧାର ହେଲା ହିମାଳୟ ଶାଗୁଣା !

ଓଡ଼ିଶାରୁ ଉଦ୍ଧାର ହେଲା ହିମାଳୟ ଶାଗୁଣା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶ୍ରୀଧରପୁର ଛକ ନିକଟରୁ ଏକ ହିମାଳୟ ଭଲଚର ବା ଶାଗୁଣାକୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ଅନୁସାରେ, ସୋମବାର ସଂଧ୍ୟାବେଳେ ଗାଁ ନିକଟରେ ପୂଜାର୍ଚ୍ଚନା ଚାଲୁଥିଲା। ଏହି … Read More

୨୫ରେ ସାର୍ବଜନୀନ ହୋଇପାରେ ଜ୍ଞାନବାପି ମସଜିଦ ସର୍ଭେ

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି। … Read More

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବର୍ଦମାନରୁ ଏକ ବୈଠକରେ ଯୋଗ ଦେଇ ଫେରିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ସୂଚନା … Read More

ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼  : ଗୋପପୁର ଛାଡ଼ି ମଥୁରା ଅଭିମୁଖେ ବାହାରିଲେ କୃଷ୍ଣ ବଳରାମ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ନବମ ଦିନରେ ଦୁଇ ଭାଇ କୃଷ୍ଣ- ବଳରାମଙ୍କୁ ସାଙ୍ଗରେ ନେଇ କଂସ ମହାରାଜଙ୍କ ମନ୍ତ୍ରୀ ଅକୃର ମଥୁରା ନଗରୀ ଅଭିମୁଖେ … Read More

‘ଇଣ୍ଡିଆ’ ମେଣ୍ଟକୁ ପଞ୍ଜାବରେ ଝଟ୍‌କା, ଏକା ଲଢ଼ିବ ଆପ୍‌

ପଶ୍ଚିମବଙ୍ଗ ପରେ ପଞ୍ଜାମରେ ‘ଇଣ୍ଡିଆ’ ମେଣ୍ଟକୁ ଝଟ୍‌କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ … Read More

ଏୟାର ଇଣ୍ଡିଆକୁ ଡିଜିସିଏ ଛାଟ, ୧ କୋଟି ୧୦ ଲକ୍ଷ ଫାଇନ୍‌

ନିୟମ ଉଲ୍ଲଙ୍ଘନ କରିବା ଏୟାର ଇଣ୍ଡିଆ ଏୟାରଲାଇନ୍ସକୁ ପଡ଼ିଲା ମହଙ୍ଗା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆକୁ ପଡିଛି ଛାଟ । ମୋଟା ଅଙ୍କର କରାଯାଇଛି ଫାଇନ୍‌। ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଡିଜିସିଏ … Read More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଭଞ୍ଜନଗର : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସିନ୍ଦୁରିଆପଡା ଗାଁ ନିକଟରେ ଦୁର୍ଘଟଣା । ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ନିକଟସ୍ଥ ଆମ୍ବପୁଆ ଗ୍ରାମର ମୂରଲୀ ଜେନା । ଘଟଣା ସ୍ଥଳରେ ବାଇକ୍ … Read More