ସରକାରୀ ଘରେ ବିଡିଓଙ୍କ ଝୁଲନ୍ତା ମୃତଦେହ ଠାବ
ସିମୁଳିଆ : ସରକାରୀ ଘରୁ ମିଳିଛି ଜଣେ ବିଡିଓଙ୍କ ମୃତଦେହବ। ତାଙ୍କ ନାଁ ବିଶ୍ୱରଞ୍ଜନ ମହାନ୍ତି। ସେ ବାଲେଶ୍ୱର ଜିଲ୍ଲା ସିମୁଳିଆର ବିଡିଓ ଭାବେ ନିଯୁକ୍ତ ହୋଇଥିଲେ। ୫/୬ ମାସ ହେଲା ସେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତି ପାଇଥିଲେ। ଆଜି ଦିନ ୧୧ଟା … Read More