ପାକିସ୍ତାନରେ ବିସ୍ଫୋରଣ: ୫ ଯବାନ ମୃତ

ପାକିସ୍ତାନର ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ … Read More

ମାର୍ଚ୍ଚ ୧୫ ପୂର୍ବରୁ ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସେନା

ଭାରତ ଓ ମାଳଦ୍ୱୀପର ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜନୈତିକ ବିବାଦ ଭିତରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଭାରତୀୟ ସେନାଙ୍କୁ ମାଳଦ୍ୱୀପ ଛାଡିବାକୁ ସେ କହିଛନ୍ତି। ଚୀନ୍‌ରୁ … Read More

ବିଗୁଡୁଛି ଏୟାର କ୍ୱାଲିଟି, କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି

କଲବଲ କରୁଛି କୁହୁଡ଼ି। ଘନ କୁହୁଡି ଯୋଗୁ ଜିରୋ ଭିଜିବଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ତା’ସହ ପ୍ରଦୂଷଣ ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି। ବିଗିଡି ଯାଇଛି ଏୟାର କ୍ୱାଲିଟି। ଏହାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। … Read More

ପୁଣି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ୍‌: ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର ‌କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପି’ ରିପୋର୍ଟ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ ଏ … Read More

ହାତ ଛାଡ଼ି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ମିଲିନ୍ଦ

ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ … Read More

ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରୁ ସଦସ୍ୟ

ପାରାଦୀପ : ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । … Read More

ଭଳିକିଭଳି ଫୁଲ ଦେଖିବାକୁ ଏକାମ୍ର କାନନରେ ଲୋକଙ୍କ ଭିଡ

ଭୁବନେଶ୍ୱର : ଚାରିଆଡ଼ ଫୁଲର ଭଣ୍ଡାର । ମନକୁ ଯେତିକି ମୋହିତ କରୁଛି ହୃଦୟକୁ ସେତିକି ଶାନ୍ତି ବିଦେଉଛି। ପ୍ରକୃତିର ଅବଦାନ ବି ବଡ ବିଚିତ୍ର । ବିଭିନ୍ନ ଫଳ ଫୁଲ ଗଛରେ ହସି ଉଠେ ଧରଣୀ ରାଣୀ । ଲୋକମାନେ … Read More

ଭିଜିଲାନ୍ସ ଏସପି ପରିଚୟରେ ୭.୬୦ଲକ୍ଷ ଠକେଇ ଅଭିଯୋଗ, ଅଧ୍ୟାପକ ଗିରଫ

ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ … Read More

ବଜ୍ରକାପ୍ତା ଡିଲ୍‌ ବେଳେ ୩ ଜଣଙ୍କୁ ମାଡ଼ି ବସିଲା ବନ ବିଭାଗ

ନବରଙ୍ଗପୁର ବନବିଭାଗକୁ ମିଳିଛି ସଫଳତା। ଜୀବନ୍ତ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡି ବସିଲା ବନବିଭାଗ। ୩ ଅଭିଯୁକ୍ତ ଗିରଫ ବନ ବିଭାଗ। କୋଡିଙ୍ଗା ବନାଞ୍ଚଳ ଅଞ୍ଚଳରେ ବଜ୍ରକାପ୍ତାର ମୁଲଚାଲ ହେଉଥିବା ବିଶେଷସୂତ୍ରରୁ ଖବର ପାଇଁ ବନ ବିଭାଗ ଚଢ଼ଉ କରି … Read More

ଅଲ୍‌ଟିମେଟ୍‌ମ ଦେଲା ଶିକ୍ଷକ ସଂଘ; ୨୭ରେ ଦାବି ପୂରଣ ନହେଲେ ୨୯ରୁ ରାସ୍ତାକୁ ଓହ୍ଲାଇବୁ

ରାଜ୍ୟ ସରକାରଙ୍କୁ ଅଲ୍‌ଟିମେଟ୍‌ ଦେଲା ଶିକ୍ଷକ ସଂଘ। ଜାନୁଆରୀ ୨୭ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଶିକ୍ଷକ ସଂଘ। ଜାନୁଆରୀ ୨୯ ତାରିଖରୁ ଦାବି ପୂରଣ ନହେଲେ ସବୁ ବର୍ଗର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି … Read More