ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟ୍କା, ଇସ୍ତଫା ଦେଲା ଆଉ ଜଣେ ସାଂସଦ
ହାଇଦ୍ରାବାଦ : ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ପୁଣି ଝଟ୍କା। ଓ୍ୱାଇଏସ୍ଆର୍ କଂଗ୍ରେସର ହାତ ଛାଡିଲେ ଆଉ ଜଣେ ନେତା। ନରସରାଓ୍ୱପେଟ୍ର ସାଂସଦ ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେ ଓ୍ୱାଇଏସ୍ଆର୍ସିପିର … Read More