ମୃତଦେହ ପରିବାରକୁ ହସ୍ତାନ୍ତର ପରେ ସରିଲା ଦିଲୀପଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ୍ ରେ ଏସି କମ୍ପ୍ରେସର ମରାମତି ବିସ୍ଫୋରଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିବାପରେ ମୃତଦେହକୁ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ଦିଲ୍ଲୀପଙ୍କର … Read More

ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା, ଖୋର୍ଦ୍ଧାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜ୍ୟର ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୨୩ ମାମଲା ଏବେ ବିଚାରାଧୀନ ଅଛି। ୩୦ଟି ଜିଲ୍ଲାର ସାଂସଦ … Read More

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ମାତ୍ର ସପ୍ତାହେ ବାକି । ବର୍ତ୍ତମାନ ସୁଦ୍ଧା ୯୯ ପ୍ରତିଶତ କାମ ସରିଗଲାଣି । ଆସନ୍ତାକାଲି ସୁଦ୍ଧା ଯାତ୍ରୀ ପରିକ୍ରମା କାମ ଶେଷ କରି ହସ୍ତାନ୍ତର କରିବ ଓବିସିସି । ଗତକାଲି … Read More

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ଲାଲବାହିନୀ ଛାଡିଲେ ମହିଳା ମାଓବାଦୀ। ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ଉଙ୍ଗି ମାଢ଼ୀ ଓରଫ ରୋଶନି। କାଙ୍ଗେର ଏରିଆ କମ୍ମିଟିର ସଦସ୍ୟ ଭାବେ ସେ ସକ୍ରିୟ କାର୍ଯ୍ୟ କରୁଥିଲେ । ତାଙ୍କୁ ଧରିବା ପାଇଁ ୧ ଲକ୍ଷ … Read More

ଗଛରୁ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ : ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଝୁଲନ୍ତା ମୃତଦେହ ଉଦ୍ଧାର ପରେ … Read More

କରସେବକଙ୍କ ଉପରେ ଗୁଳି ଚଳାଇବା ନିଷ୍ପତ୍ତି ଠିକ୍‌ ଥିଲା

ପୁଣି ଥରେ ବିବାଦ ଭିତରକୁ ଟାଣି ହେଲେ ସାମଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟା। ସେ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କାରସେବକମାନଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ … Read More

ସମନ ଭିତରେ ସୋରେନ୍‌ଙ୍କ ବଡ଼ ନିର୍ଦ୍ଦେଶ, କେନ୍ଦ୍ରୀୟ ଏଜେନ୍ସିକୁ ଦିଅନି ଉତ୍ତର

ଇଡି ଜାଲରେ ଫସିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାତ ଥର ସମନ କରିସାରିଲାଣି। ତଥାପି ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି। ଏହାରି ଭିତରେ ସେ ରାଜ୍ୟର ସବୁ ବିଭାଗକୁ ଦେଇଛନ୍ତି ଏକ ବଡ଼ … Read More

ହ୍ରାସ ହେବ ରାତି ତାପମାତ୍ରା, ଆହୁରୀ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପ୍ରବଳଶୀତରେ କଲବଲ ହେଉଛନ୍ତି ଓଡିଶାବାସୀ । ତେବେ ବର୍ତ୍ତମାନ ଶୀତରେ ଥରହର ହେଉଛଥିବାବେଳେ, ଆଗକୁ ରାତିର ତାପମାତ୍ରା ୨ ରୁ ୩ … Read More

ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଖୋର୍ଦ୍ଧା : ପ୍ରେମିକାକୁ ଛୁରାମାଡ଼ ଘଟଣାରେ ମାମଲା ରୁଜୁ। ଗୁରୁତର ପ୍ରେମିକାଙ୍କ ଭାଇଙ୍କ ଏତଲା ଆଧାରରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳରେ ପ୍ରେମିକାକୁ ୧୦ … Read More

ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ : ମେସିନ ଦ୍ଵାରା ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରାଯାଇଛି । ଗତ ଡିସେମ୍ବର ୨୧ରେ ଖଣି ବିଭାଗ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି। … Read More