ମୂର୍ତ୍ତି ଗଢ଼ିବା ସମୟରେ ପ୍ରତିଦିନ ସନ୍ଧ୍ୟା ୪ରୁ ୫ଟା ମଧ୍ୟରେ ଏକ ମାଙ୍କଡ଼ ଆସି ରାମଲଲ୍ଲାଙ୍କୁ ଦେଖି ଚାଲିଯାଏ: ଅରୁଣ ଯୋଗୀରାଜ
ନୂଆଦିଲ୍ଲୀ: ଶିଳ୍ପୀ ଅରୁଣ ଯୋଗୀରାଜ ଅଯୋଧ୍ୟା ରାମମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଉକ୍ତ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହୋଇସାରିଛି। ତେବେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣ ଯୋଗୀରାଜଙ୍କ ସହ କ’ଣ କ’ଣ … Read More