ଝିଅର ତଣ୍ଟି କାଟିଲା, ପରେ ପେଟ୍ରୋଲ ଢ଼ାଳି ପୋଡି ଦେଲା ବାପା

ସାଇତାନ ସାଜିଲା ବାପା। ଜନ୍ମକଲା ଝିଅକୁ ବି ଛାଡ଼ିଲାନି। ବିବାହିତ ଝିଅର ତଣ୍ଟି କାଟି ହତ୍ୟା କଲା ନୃଶଂସ ବାପା। ପରେ ମୃତଦେହକୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଲା। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନରେ। ରାଜସ୍ଥାନ … Read More

ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗା ଘଟଣାରେ ୨ ଗିରଫ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ । ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର … Read More

ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା

ଭୁବନେଶ୍ୱର: ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା । ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ଗୃହ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ଭେଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଡିଜିପି ରେସରେ … Read More

ସିଲିଣ୍ଡର ଫାଟି ଭୁଶୁଡ଼ି ପଡ଼ିଲା ୫ ଘର

ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ଦେଖୁ ଦେଖୁ ଭୁଶୁଡ଼ି ପଡିଲା ୫ ଘର। ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଆଜି ସକାଳୁ … Read More

ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର: ମଙ୍ଗଳବାରରେ ପଡ଼ିଥିଲା ଏବର୍ଷର ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିନଥିଲା। ଗତକାଲି ଆମିଷ ବଜାର ମାନ୍ଦା ଥିଲା, ହେଲେ ଆଜି ବୁଧବାରରେ ଜମିଛି ଛାଡ଼ଖାଇ। ଆଜି ପ୍ରକୃତରେ ଘରେ ଘରେ ପାଳନ ହେଉଛି ଏହି ଅଘୋଷିତ ଆଇଁସିଆ … Read More

କ୍ରାଶ କରିଗଲା ସେନା ବିମାନ, ଚାଲିଗଲା ୮ ଜୀବନ

ଆମେରିକା ସେନାର ଗୋଟିଏ ବିମାନ ଜାପାନର ୟାକୁଶିମା ଦ୍ୱୀପପୁଞ୍ଜ ନିକଟରେ କ୍ରାଶ କରି ଯାଇଛି। ଏହି ଭି-୨୨ ଓସପ୍ରେୟ ବିମାନରେ ମୋଟ ୮ ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଛି। ତଟରକ୍ଷୀ ବାହିନୀର ମୁଖପାତ୍ରଙ୍କ ପକ୍ଷରୁ … Read More

ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ ମାରିବା ଅଭିଯୋଗରେ ୩ ଗିରଫ

ଖୋର୍ଦ୍ଧା: ପୂର୍ବ ଶତୃତାକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରଥିପୁରର ଗ୍ରାମରେ ଗୋଟିଏ ପରିବାର ଉପରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । … Read More