ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ  : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ। ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ … Read More

କେସିଆରଙ୍କ ପାଖରେ କାହିଁକି ରହିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ: ରାହୁଲଙ୍କ ପ୍ରଶ୍ନ

ହାଇଦ୍ରାବାଦ  : ନଭେମ୍ବର ୩୦ ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। କଂଗ୍ରେସ ଏବଂ ଭାଜପାର ବିଶେଷ ଧ୍ୟାନ ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି। ଏଥର କଂଗ୍ରେସ ତେଲଙ୍ଗାନାକୁ ପାଞ୍ଚଟି ରାଜ୍ୟ ମଧ୍ୟରୁ ନିଜର … Read More

‘୨୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ’

ପୁରୀ : ଆସନ୍ତା ୨୮ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଏନେଇ ଏଏସ୍‌ଆଇ … Read More

କାବୁହେଲା ଗାଁରେ ବୁଲୁଥିବା ଦନ୍ତା ହାତୀ

ଯାଜପୁର : ଗାଁରେ ବୁଲୁଥିବା ହାତୀ କାବୁ ହେଲା। ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନ ବିଭାଗ। ହାତୀକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ଆଜି ଏପରି ଖବର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରୁ ଆସିଛି।ଗୋଠ ଛଡ଼ା ଦନ୍ତା … Read More

ପ୍ରେମିକାକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ପ୍ରେମିକ!

ଉମରକୋଟ : ପ୍ରେମିକ କ’ଣ ଏତେ ନୃଶଂସ ହୋଇପାରେ? ଦେଢ଼ ବର୍ଷର ପ୍ରମ ସମ୍ପର୍କକୁ କ୍ଷଣକ ଭିତରେ ଛିନ୍ନ କରିଦେଲେ। ପ୍ରେମିକାକୁ ମାରି ୩୧ ଖଣ୍ଡ କରି ଜଙ୍ଗଲ ଭିତରେ ପୋତିଦେଲେ! ଏମିତି ଲୋମ ଟଙ୍କୁରା ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ … Read More

ପଞ୍ଚାୟତ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ … Read More

ମୁମ୍ବାଇରେ ସୁଟକେଶ ଭିତରୁ ମିଳିଥିଲା ମୃତଦେହ

ସୁନ୍ଦରଗଡ଼: ଗତ ୧୯ ତାରିଖ ରବିବାର ମୁମ୍ବାଇ କୁର୍ଲା ଷ୍ଟେସନ ଯିବା ରାସ୍ତାରେ ଏକ ସୁଟକେଶ ମଧ୍ୟରୁ ମିଳିଥିବା ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବୁନ୍ଦଲିକାନି ଗାଁର ଯୁବତୀ ପ୍ରତିମା କିସପଟ୍ଟାଙ୍କର ମୃତଦେହ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ମଧ୍ୟରେ … Read More

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ

ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା … Read More

ଗରମ ଡାଲି ପଡ଼ି ବୋଝିଆ ସେବାୟତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି। ଆଜି ବାଇଶି ପାହାଚରେ ଠେଲାପେଲା ଯୋଗୁଁ ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ଗୁରୁତର ‌ସେବାୟତ ହେଲେ ଜମ୍ବେଶ୍ବର ବରାଡ଼ (୪୭)।ସୂଚନା ଅନୁସାରେ ସଦର ଥାନା ଅଧୀନ କନ୍ଥପୁର ନିବାସୀ ଜମ୍ବେଶ୍ବର ବରାଡ଼ … Read More

୧୦ହଜାର‌ ମେଟ୍ରିକ୍‌ ଟନ୍‌ ଗଲା ଆନ୍ଧ୍ର ଓ ତାମିଲନାଡୁ

ଜୟପୁର: ଏହି ବର୍ଷ ଠାରୁ କୋରାପୁଟିଆ ମକା ମଂଜି ବିଦେଶକୁ ରପ୍ତାନୀ କରାଯିବା ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଦେଶରେ ଉତ୍ପାଦିତ ଖାଦ୍ୟ ଶସ୍ୟ ଦେଶ ମଧ୍ୟରେ ବିକ୍ରି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଶେଷ ପର୍ଯ୍ୟାୟରେ ରହିଛି ମକା ମଂଜି … Read More