ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା

ଭୁଭବନେଶ୍ବର :  ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ‘ପ୍ରଥା’ ସିନେମାର ପ୍ରଯୋଜିକା ସନଲିସା।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। … Read More

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଆର୍‌ଏସ୍‌

ଭବାନୀପାଟଣା : ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍‌ଗ୍ରେଟ୍ ପାଣିଗ୍ରାହୀ।ଜଣେ ଜବ୍‌ କାର୍ଡଧାରୀଙ୍କଠାରୁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ … Read More

ତାମିଲନାଡୁରେ ପ୍ରବଳ ବର୍ଷା, ୮ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ

ଚେନ୍ନାଇ : ତାମିଲନାଡୁରେ ଲାଗି ରହିଛି ବର୍ଷା। ଅଦିନିଆ ବର୍ଷା କାରଣରୁ ରାଜ୍ୟର ଆଠଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି। ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ସମସ୍ତ ସ୍କୁଲ୍ ବନ୍ଦ … Read More

‘ପନୌତି’ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି ‘ପନୌତି’ ଶବ୍ଦ ପ୍ରୟୋଗ କରିଥିଲେ … Read More

ବାଇଡେନଙ୍କ ବ୍ୟକ୍ତିଗତ କୂଟନୈତିକ ଉଦ୍ୟମ ସଫଳ

ୱାସିଂଟନ: ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ପ୍ରାୟ ୨୪୦ ଜଣଙ୍କୁ ବନ୍ଦୀ କରି ନେଇଥିଲେ। ଏହାପରେ କତର ସରକାର ହ୍ୱାଇଟ୍ ହାଉସ୍ ସହ ଯୋଗାଯୋଗ କରି ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି … Read More

୭୦୦ କର୍ମଚାରୀଙ୍କ ଇସ୍ତଫା ଧମକ ପରେ ଓପନ୍‌ଏଆଇକୁ ଫେରିଲେ ଅଲ୍ଟମ୍ୟାନ୍

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଭିତରେ ବିଶ୍ବର ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଂସ୍ଥା ଓପନ୍ଏଆଇରେ ବହୁତ କିଛି ଘଟିଯାଇଛି। ପ୍ରଥମେ କଂପାନିର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌କୁ ବୋର୍ଡ ବିଦା କରି ସମସ୍ତଙ୍କୁ ଚକିତ କରିଥିଲା। ଏହାପରେ ଅଲ୍ଟମ୍ୟାନ୍‌ କେଉଁଆଡ଼େ … Read More

ଚୀନ୍‌ ସ୍କୁଲରେ ବ୍ୟାପୁଛି ରହସ୍ୟଜନକ ନିମୋନିଆ

ବେଜିଙ୍ଗ୍‌: ସମ୍ପ୍ରତି ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଗୋଟାଏ ରହସ୍ୟଜନକ ନିମୋନିଆ ବ୍ୟାପିଥିବାରୁ ଡାକ୍ତରଖାନା ସବୁ ଏଥିରେ ଆକ୍ରାନ୍ତ ପିଲାମାନଙ୍କଦ୍ବାରା ଭରପୂର ହୋଇଯାଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।ତାଇୱାନ୍‌ର ‘ଏଫ୍‌ଟିଭି ନିଉଜ୍‌’ ରିପୋର୍ଟ କରିଛି ଯେ, ବେଜିଙ୍ଗ୍‌ ଓ ଲିଆଓନିଙ୍ଗ୍‌ରେ ଥିବା … Read More

କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ

କୋଚି: ଉତ୍ତର କେରଳର ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଧାରରେ ପୁଲିସ କ୍ରିକେଟର ଏସ୍ ଶ୍ରୀସନ୍ଥ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ … Read More

ସୁପ୍ରିମକୋର୍ଟ ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ। ୯୬ ବର୍ଷ ବୟସରେ ଫତିମାଙ୍କର ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫତିମା।ତାଙ୍କ ପରଲୋକରେ କେରଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ … Read More

ଉଦ୍ଧାର ପାଇଁ ଆହୁରି ଲାଗିପାରେ ୧୨ରୁ ୧୪ ଘଣ୍ଟା!

ଉତ୍ତରକାଶୀ : ଟନେଲ ତଳେ ଦୀର୍ଘ ୧୨ ଦିନ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା … Read More