ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି
ଭୁବନେଶ୍ୱର : ରାଜରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର ସାଲିଆସାହି ବାସିନ୍ଦା। ପୋଲିସ ସହ ମୁହାମୁହିଁ। ବିଧାନସଭା ଘେରାଉ ପାଇଁ ସାଲିଆସାହି ବାସିନ୍ଦାମାନେ ଶୋଭାଯାତ୍ରାରେ ଯିବା ବେଳେ ବିଜୁ ପଟ୍ଟନାୟକ ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ସହ ସେମାନଙ୍କର … Read More