ଭଦ୍ରକ ପୁରୁଣାବଜାରରେ ବିପୁଳ ପରିମାଣର ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକ ସହରରେ ଦୀର୍ଘଦିନ ହେବେ ପୁରୁଣାବଜାର ଅଂଚଳ ନକଲି ଜର୍ଦାର ହବ ପାଲଟିଛି। ନକଲି ଜର୍ଦ୍ଦାକୁ ଯେତେଥର ପୁଲିସ ଜବତ କରୁଛି। ଅଧିକ ଲୋକ ଏଇ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି। ଏହି ବେଆଇନ କାର୍ଯ୍ୟରେ କିନ୍ତୁ ମୂଳ … Read More

ଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ରାଇରଂଗପୁର/ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୧, ୨୦୨୩ରେ) ବାଦାମପାହାଡ଼ ରେଳ ଷ୍ଟେସନରୁ ତିନୋଟି ନୂଆ ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ, ବାଦାମପାହାଡ଼- ରାଉରକେଲା ସାପ୍ତାହିକ … Read More

୮ ସପ୍ତାହ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଅପହଞ୍ଚ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତର ଜନ୍ତାରି ଗାଁରେ ଗତ ପାଞ୍ଚ ମାସ ଭିତରେ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବିକ … Read More

ନଡା ଜାଳୁଥିବା ଲୋକଙ୍କୁ ଜରିମାନା ସହ ଏମଏସପିରୁ ବଂଚିତ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଦୂଷଣ ହ୍ରାସ କରିବାର ଆବଶ୍ୟକତା ଦୋହରାଇଛନ୍ତି। ଯେଉଁମାନେ ନଡ଼ା ପୋଡି ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ କାହିଁକି ଆର୍ଥିକ ସୁବିଧା ଦିଆଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି … Read More

ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର, ୩ ଜଣଙ୍କର ମୃତ୍ୟୁ

ପାଟନା: ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର | ବିହାରର ମଧେପୁରାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ମଧେପୁରା ଜିଲ୍ଲାପାଳଙ୍କ କାର ଆଜି ପାଞ୍ଚ ଜଣଙ୍କ ଉପରେ ଚଢ଼ିଯାଇଥିଲା। ଫୁଲପରାସ ଟୋଲ … Read More

ଆସନ୍ତା ବର୍ଷ ଭାରତ ଆସିବ ଟେସଲା ! ଜାନୁଆରିରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଭାରତରେ ପ୍ରବେଶ କରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସଲା । ଭାରତ ସହ ଟେସ୍ଲାର ଉତ୍ପାଦନ କାରଖାନା ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏହି ଚୁକ୍ତି ପରେ ଟେସ୍ଲା ଆସନ୍ତା ବର୍ଷଠାରୁ … Read More

ବାରାଣାସୀରେ ମୋଦୀଙ୍କ ବିରୋଧରେ କଂଗ୍ରେସରୁ ଲଢିବେ ଅଜୟ ରାୟ

ବାରାଣାସୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଉତ୍ତରପ୍ରଦେଶ ସଭାପତି ଅଜୟ ରାୟ ଏକ ବଡ ଦାବି କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ‘ବିଜେପି ହଟାଓ ଦେଶ ବଞ୍ଚାଅ’ର ବାତାବରଣ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଁ … Read More

ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପରେ ଲସ୍କରକୁ ବ୍ୟାନ କଲା ଇସ୍ରାଏଲ୍‌

ନୂଆଦିଳ୍ଲୀ : ଦୀର୍ଘ ୧୫ ବର୍ଷ ହେଲା ଶୋଇ ରହିଥିବା ଇସ୍ରାଏଲର ନିଦ ଏବେ ଭାଙ୍ଗିଛି। ମୁମ୍ବାଇରେ ହମଲା କରିଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ଶେଷରେ ବ୍ୟାନ କରିଛି ଇସ୍ରାଏଲ। ୨୦୦୮ ମସିହା ନଭେମ୍ବର ୨୬ରେ ଲସ୍କରର … Read More

ଟନେଲ ଭିତରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଏବଂ ଅମ୍ଳଜାନ ଅଛି: ଏନଡିଏମଏ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ପରେ ଗତ ୧୦ଦିନ ହେଲାଣି ୪୧ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦିନକୁ ୨୪ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାରୀ … Read More

ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ପରୀକ୍ଷା କଲା ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି। ଭାରତୀୟ ନୌସେନା ଓ ଡିଆରଡିଓ ମଙ୍ଗଳବାର (ନଭେମ୍ବର ୨୧) ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ନାଭାଲ୍ ଆଣ୍ଟି ସିପ୍ ମିସାଇଲର (ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର)ର ସଫଳ ପରୀକ୍ଷଣ … Read More