ରାୟଗଡ଼ାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ, ଦୂର ହେବ ଲୋକଙ୍କ ଦୁଃଖ

ରାୟଗଡ଼ା : ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିବ ଔଷଧ। କନ୍ଧମାଳ ପରେ ଦ୍ୱିତୀୟ ଜିଲ୍ଲା ଭାବେ ରାୟଗଡାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାର ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ USAID ଏବଂ ରେଡୱିଙ୍ଗ ସଂସ୍ଥାର ସହଯୋଗରେ ଏହି … Read More

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିନା ବିଚାରରେ ହତ୍ୟା କରାଯାଉ, କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି ନିଜ ସମର୍ଥନ ଜଣାଇବାକୁ ଯାଇ ଇସ୍ରାଏଲ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନୀଥନ । କେରଳର କାସରାଗୋଡଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ସେ କହିଛନ୍ତି ଯେ ଇସ୍ରାଏଲର … Read More

ୟେମେନରେ ଭାରତୀୟ ନର୍ସଙ୍କ ଫାଶୀ ଦଣ୍ଡାଦେଶ କାଏମ, ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ : ୟେମେନ ଜେଲ୍‌ରେ ଗତ ୬ ବର୍ଷ ହେଲା ବନ୍ଦୀ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ପାଇଁ ଅଡ଼ୁଅ ବଢ଼ିବାରେ ଲାଗିଛି। ସେଠାକାର ସୁପ୍ରିମକୋର୍ଟ ତାଙ୍କ ମୃତ୍ୟୁ ଦଣ୍ଡାଦେଶ କୋହଳ ପାଇଁ ହୋଇଥିବା ଆବେଦନକୁ ଖାରଜ କରି … Read More

TCS ଅଫିସକୁ ମିଳିଲା ବୋମା ଧମକ, ବନ୍ଧା ହେଲେ ପୂର୍ବତନ କର୍ମଚାରୀ

ନୂଆଦିଲ୍ଲୀ : କମ୍ପାନୀ ଚାକିରିରୁ ଛଟେଇ କରି ଦେଇଥିବା ବେଳେ ପୁଣି ଥରେସୁଯୋଗ ଦେବାକୁ ମନା କରିଦେଲା। ଏଥିରେ ଉତ୍ତ୍ୟକ୍ତ ହୋଇଗଲେ ମହିଳା କର୍ମଚାରୀ। ଆଉ ପାନେ ଦେବାକୁ ରଚିଲେ ପ୍ଲାନ୍‌। ଏପରିକି ଅନ୍ୟ ଏକ ନମ୍ବରରୁ ଫୋନ୍‌ କରି … Read More

‘ଡିପ୍‌ଫେକ୍‌’ ଭିଡିଓକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା

ନୂଆଦିଲ୍ଳୀ: ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ପରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌, କାଜୋଲଙ୍କର ‘ଡିପ୍‌ଫେକ୍‌’ ଭିଡିଓ ‌ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଂଗକୁ ନେଇ … Read More

ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ମାନିବ ନାହିଁ ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବଡ ଏବଂ ଛୋଟ ବିରୋଧୀ ଦଳ ଏକାଠି ହୋଇ ଏନଡିଏ ସହଯୋଗୀ ଦଳକୁ ପରାସ୍ତ କରିବାକୁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ବର୍ତ୍ତମାନ ଲୋକସଭା ନିର୍ବାଚନର ମାତ୍ର ୬ ମାସ ପୂର୍ବରୁ … Read More

ବିଶ୍ବକପର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅହମଦାବାଦ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର … Read More

ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଓହ୍ଲାଇଲା ବୋଇଙ୍ଗ୍‌ ୭୮୭ ବିମାନ

ଆଣ୍ଟାର୍କଟିକା: ବୁଧବାର ଅପରାହ୍ଣ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍‌ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍‌ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା … Read More

ହିମାଚଳ ଉଷ୍ଣପ୍ରସ୍ରବଣରୁ ମିଳିଲା ରୁଷୀୟ ପୁରୁଷ ଓ ଯୁବତୀଙ୍କ ନଗ୍ନ ଶବ

କୁଲ୍ଲୁ: ଗୁରୁବାର ସନ୍ଧ୍ୟା ବେଳେ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ପାର୍ବତୀ ଉପତ୍ୟକାରୁ ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ ଶୁକ୍ରବାର ଦିନ କହିଛି।ମଣିକର୍ଣ୍ଣଠାରୁ ୨ କିଲୋମିଟର୍‌ ଦୂର ତେଗ୍ରିରେ ଥିବା ଉଷ୍ଣପ୍ରସ୍ରବଣରେ ୩୭ … Read More

ଅପହୃତ ମହିଳାଙ୍କ ମୃତଦେହ ଡାକ୍ତରଖାନା ସୁଡ଼ଙ୍ଗରୁ ଉଦ୍ଧାର

ଜେରୁଜେଲମ: ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍‌ ଶିଫାରେ ଇସ୍ରାଏଲ ସେନାର ତଲାସୀ ଅଭିଯାନ ବ୍ୟାପକ ହୋଇଛି। ଅନ୍ୟପକ୍ଷରେ ଗତରାତିରେ ଆଇସିୟୁରେ ଥିବା ସମସ୍ତ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ହସ୍ପିଟାଲକୁ ବିଦ୍ୟୁତ, … Read More