କଟକ ମେୟର ଏବଂ କମିଶନରଙ୍କ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର

କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର  । ଆଜି ସକାଳେ  ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ … Read More

ଘରୋଇ କ୍ଷେତ୍ରରେ ହରିୟାଣା ଲୋକଙ୍କୁ ୭୫% ସଂରକ୍ଷଣ ଅସମ୍ବିଧାନିକ : ହାଇକୋର୍ଟ

ଚଣ୍ଡିଗଡ଼: ହରିୟାଣାର ଘରୋଇ କ୍ଷେତ୍ରରେ ରାଜ୍ୟବାସୀଙ୍କ ପାଇଁ ୭୫% ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ହରିୟାଣା ସରକାରଙ୍କ ଏହି ଆଇନକୁ ନେଇ ଶିଳ୍ପ ମାଲିକମାନେ ପ୍ରଶ୍ନ ଉଠାଇବା ପରେ ଜଷ୍ଟିସ୍ ଜିଏସ୍ ସାନ୍ଧଓ୍ଵାଲିଆ … Read More

ବାଂଲାଦେଶ ଆଡକୁ ମୁହାଁଉଛି ବାତ୍ୟା ‘ମିଧିଲି’

ଭୁବନେଶ୍ୱର:ବାଂଲାଦେଶ ମୁହାଁଉଛି ବାତ୍ୟା ମିଧିଲି । ଉତ୍ତରପଶ୍ଚିମ ଏବଂ ନିକଟବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମିଧିଲି ଉତ୍ତର-ଉତ୍ତରପୂର୍ବକୁ ମୁହାଁଉଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟାପ୍ରତି … Read More

ପୁଣି ଅଶାନ୍ତ ହେଲା ନୁହ; ମଦ୍ରାସା ଛାତ ଉପରୁ ମହିଳାଙ୍କୁ ପଥର ମାଡ଼

ପୁଣି ଅଶାନ୍ତ ହୋଇ ଉଠିଛି ହରିୟାଣାର ନୁହ ଜିଲ୍ଲା । ଗତକାଲି ରାତିରେ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ … Read More

ଥାନା ଆଗରେ ଧାରଣା ଦେଲେ ସାଂସଦ ଜୁଏଲ ଓରାମ

ସୁନ୍ଦରଗଡ଼: ଆଜି ଅପରାହ୍ନରେ ସୁନ୍ଦରଗଡ଼ ସଦର ଥାନା ଆଗରେ ଧାରଣାରେ ବସିଛନ୍ତି । ଧାରଣାରେ ଓରାମ ସମାଜର ଶତାଧିକ ମହିଳା ଓ ପୁରୁଷ। ଗତ ଅକ୍ଟୋବର ୨୪ରେ ସଦର ଥାନା କରମଡିହି ଇଲକାପଡ଼ାଠାରେ ଆୟୋଜିତ ଓରାମ ସମାଜର କରମା ପୂଜାସ୍ଥଳରେ … Read More

ଯେଉଁ ସ୍କୁଲରେ କେସିଆର ପଢିଥିଲେ ତାହାକୁ କଂଗ୍ରେସ ନିର୍ମାଣ କରିଥିଲା: ରାହୁଲ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ଏବେ କଂଗ୍ରେସ, ବିଆରଏସ ଓ କଂଗ୍ରେସ ମଧ୍ୟରେ ଜୋରଦାର ବୟାନବାଜି ଜାରି ରହିଛି | ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ … Read More

ଜମୁଛି ଜୁଗାର ଯାତ୍ରା , ଲାଉମୁଣ୍ଡାରେ ହଜାର ହଜାର ଲୋକଙ୍କ ସମାଗମ

ବରଗଡ : ବରଗଡ ଜିଲ୍ଲା ଲାଉମୁଣ୍ଡାର ପ୍ରସିଦ୍ଧ ଯୁଗାର ଯାତ୍ରା । ଦୀର୍ଘ ୬୨ ବର୍ଷ ହେବ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ବିରାଟ ଯାତ୍ରାକୁ ଦେଖିବାକୁ  ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ରୁ ୬୦ … Read More

ଧମତରିରେ CRPF ଓ DRG ର ଟିମ୍‌ ଉପରକୁ ନକ୍ସଲ ହାମଲା

ଛତିଶଗଡ଼ରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ହୋଇଛି ନକ୍ସଲି ହାମଲା। ଧମତରିରେ CRPF ଓ DRG ର ଟିମ୍‌ ଉପରକୁ ହୋଇଛି ନକ୍ସଲି ହାମଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। … Read More

ରାଗିଗଲେ ପ୍ରେମିକ, ବ୍ରେକ୍‌ଅପ୍‌ ପାଇଁ କାଟିଦେଲେ ପ୍ରେମିକାର ବେକ

କଲେଜରେ ମନ ମିଶିଲା, ଆରମ୍ଭ ହେଲା ପ୍ରେମ । ହେଲେ ବେଶି ଦିନ ତିଷ୍ଠି ପାରିଲାନି ଏହି ମଧୁର ସମ୍ପର୍କ। ଆଉ ଖୁବ୍‌ କମ୍‌ ଦିନରେ ବ୍ରେକ୍‌ଅପ୍‌ ବି ହୋଇଗଲା। ମାତ୍ର ଏହାକୁ ପ୍ରେମିକଜଣକ ସହଜେ ଗ୍ରହଣ କରି ପାରିଲେନି। … Read More

ବନ୍ଧା ହେଲେ ରସିକିଆ ହାବିଲଦାର

ଭୁବନେଶ୍ୱର : ପେଶାରେ ହାବିଲଦାର କିନ୍ତୁ ନିଶା ପ୍ରେମରେ ଫସାଇବା । ଖାଲି ପ୍ରେମ ନୁହେଁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତାପରେ ବାରମ୍ବାର ଗର୍ଭପାତରେ ବି ଓସ୍ତାଦ୍‌ । ନାଁ ପୁଣି ପ୍ରେମସାଗର, ଲାଗୁଛି ନିଜ ନାଁର … Read More