‘ହସ୍ପିଟାଲକୁ ଲମ୍ବିଛି ହମାସର ଟନେଲ, ଲାଗିଛି ବୁଲେଟ୍ପ୍ରୁଫ୍ ଗେଟ୍’
ନୂଆଦିଲ୍ଲୀ : ଗାଜାର ହସ୍ପିଟାଲକୁ ଲମ୍ବିଛି ହମାସ ଆତଙ୍କୀଙ୍କ ଟନେଲ। ଏହି ଟନେଲରେ ଲାଗିଛି ବୁଲେଟ୍ପ୍ରୁଫ୍ ଗେଟ୍। ନିଜର ଆତଙ୍କୀ ଗତିବିଧି ପାଇଁ ହମାସ ହସ୍ପିଟାଲକୁ ବ୍ୟବହାର କରୁଛି। ଟନେଲ ରାସ୍ତା ଦେଇ ହସ୍ପିଟାଲକୁ ଯିବା ଆସିବା କରୁଛନ୍ତି ହମାସ … Read More