ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଝିଲମିଲ ଆଲୋକରେ ଝଲସୁଛି ସାରା ଅଞ୍ଚଳ । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । … Read More

ଦୀପାବଳି ପାଇଁ ପ୍ରବଳ ଭିଡ଼, ରେଳ ଷ୍ଟେସନରେ ହେଲା ଦଳାଚକଟା

ଗୁଜରାଟର ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଛଟ ପୂଜା ଓ ଦୀପାବଳି ପାଇଁ ରେଳ ଷ୍ଟେଟସନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା … Read More

ଆସନ୍ତା ୨୭ତାରିଖରୁ ଐତିହାସିକ ବାଲିଯାତ୍ରା, ଆଜି ଠାରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

କଟକ : ଆସନ୍ତା ନଭେମ୍ବର ୨୭ ତାରିଖରେ ରହିଛି କାର୍ତ୍ତିକ ପୂର୍ଣ୍ଣିମା  । ଆଉ ସେହିଦିନ ଠାରୁ ଆରମ୍ଭ ହେବାକୁ ଯାଉଛି କଟକ ର ଐତିହାସିକ ବାଲିଯାତ୍ରା  । ଏଥିଲାଗି ପୁରା ସଜେଇ ହେବାକୁ ଲାଗିଛି ବାଲିଯାତ୍ରା ପଡିଆ  । … Read More

‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ପ୍ରଥମ ରାଜ୍ୟ ବନିବ ଉତ୍ତରାଖଣ୍ଡ

ଖୁବ୍ ଶୀଘ୍ର ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ(UCC) ବା ଏକକ ନାଗରିକ ସଂହିତା। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି। ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ … Read More

୪୫ ରୁ ୫୦ ହଜାରକୁ ବଢିବ ହସ୍ପିଟାଲ ବେଡ୍ ସଂଖ୍ୟା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ବଢିବ ମେଡିକାଲ ବେଡ୍ ସଂଖ୍ୟା । ଖୋଲିବ ନୂତନ ପ୍ରଥମିକ ସ୍ଵାସ୍ଥ୍ୟ କେନ୍ଦ୍ର । ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି … Read More

ବିଷାକ୍ତ ମଦ ପିଇ ୧୯ ମୃତ; ନେତାଙ୍କ ପୁଅ ସମେତ ୭ ଗିରଫ

ହରିୟାଣାରେ ମୁଣ୍ଡ ନେଉଛି ବିଷାକ୍ତ ମଦ। ଦୁଇ ଦିନ ତଳେ ଛଅ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଯମୁନାନଗର ଏବଂ ଅମ୍ବଲା ଜିଲ୍ଲାର ବିଭିନ୍ନ ଗ୍ରାମର ୧୯ ଜଣ ବିଷାକ୍ତ ମଦ … Read More

ରାଜ୍ୟ ସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ-୨୦୨୩’ ଉଦଯାପିତ

ଭୁବନେଶ୍ବର : ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି । ସାରା ରାଜ୍ୟର ପ୍ରାୟ ୨୨୮ … Read More

‘ମୁଁ ଜଣେ ସେବକ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହିଁ’: ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏନ୍‌ଡିଟିଭିକୁ ଏକ ସାକ୍ଷାତ୍‌କାର ଦେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ନି‌‌ଜେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ। ତାଙ୍କ କହିବା କଥା … Read More

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ଵର: ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଦେଇ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡକରୀଙ୍କୁ … Read More

ଅନୁମତି ମିଳିବା ପରେ ଜେଲରୁ ଆସି ପତ୍ନୀଙ୍କୁ ଭେଟିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ପତ୍ନୀଙ୍କୁ ଭେଟିଲେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଅଦାଲତର ଅନୁମତି ମିଳିବା ପରେ ମନୀଷ ସିସୋଦିଆ ରୋଗଗ୍ରସ୍ତ ଥିବା ପତ୍ନୀଙ୍କୁ ଭେଟିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ … Read More