ପ୍ରଫେସର ଓ ବକ୍ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଆଇଆଇଟି ଶିକ୍ଷାର୍ଥୀ
ବମ୍ବେ ଆଇଆଇଟର ଛାତ୍ରଛାତ୍ରୀମାନେ ଜଣେ ପ୍ରଫେସର ଓ ଜଣେ ବକ୍ତାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିବା ଆଲୋଚନାଚକ୍ର ବେଳେ ପ୍ରଫେସର ଓ ଅତିଥି ଭାବେ ଯୋଗ ଦେଇଥିବା ବକ୍ତା ଜଣଙ୍କ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ … Read More