ରାଷ୍ଟ୍ରପତିଙ୍କ ମନ ଜିଣିଲା ଅଞ୍ଜନାଙ୍କ ଚିତ୍ରକଳା
ବାରିପଦା : ନୂଆଦିଲ୍ଲୀଠାରେ “ବ୍ୟାଘ୍ର ପ୍ରକଳ୍ପ”ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ଏକ ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ହୋଇଥିଲା। ଯେଉଁଥିରେ ସମଗ୍ର ଭାରତ ବର୍ଷରୁ ୫୩ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଚିତ୍ର ଶିଳ୍ପୀଙ୍କୁ ସୁଯୋଗ … Read More