ଚା’ ବିସ୍କୁଟ ନମିଳିବାରୁ ଅସ୍ତ୍ରୋପଚାର ରୁମରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଗଲେ ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ପରିବାର ନିୟୋଜନ (ଭାସେକ୍ଟୋମି) ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଚେତାଶୂନ୍ୟ କରିଥିବା ବେଳେ ରାଗିକି ଅସ୍ତ୍ରୋପଚାର ବିଭାଗରୁ ବାହାରି ଚାଲିଯାଇଥିଲେ। ଏହି ଘଟଣା … Read More

ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ

ଭୁବନେଶ୍ବର : ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ବସ୍ ଧର୍ମଘଟ ।  ଚଳିତ ମାସ ୧ ତାରିଖଠାରୁ ସଂଘ ଧର୍ମଘଟରୁ ଓହରି ଯାଇଥିଲା । ମାତ୍ର ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ବସ୍ ଧର୍ମଘଟ … Read More

୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଯାଇ ସ୍ତ୍ରୀଙ୍କୁ ହତ୍ୟା କଲେ କନେଷ୍ଟବଳ

ବେଙ୍ଗାଲୁରୁ: ୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଦୂରରେ ଥିବା ଶଶୁରଘରକୁ ଯାଇ କର୍ଣ୍ଣାଟକ ପୁଲିସର ଜଣେ କନେଷ୍ଟବଳ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ସମ୍ପ୍ରତି ବାପଘରେ ସନ୍ତାନ … Read More

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ … Read More

ଟନେଲ ଭିତରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହବାରେ ଲାଗିଛି। ଏହାରି ଭିତରେ ଗାଜାର ପ୍ରମୁଖ ସ୍ଥାନରେ ପଶିଛି ଇସ୍ରାଏଲ ସେନା। ଗାଜା ସହରରେ ପଶି ହମାସ ଆତଙ୍କୀଙ୍କ ନାକେଦମ କରିବାକୁ … Read More

ବାଘ ଚମଡା ଡିଲ ବେଳେ ୨ ମାଫିଆ ଗିରଫ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ | ୨ ବେପାରୀଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କଫୋର୍ସ | ଗିରଫ ୨ ଅଭିଯୁକ୍ତ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ | ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୨ଟି କଲରାପତରିଆ … Read More

ହମାସ୍‌ ଆକ୍ରମଣରୁ ବଞ୍ଚିବାକୁ ମୁହଁରେ ରକ୍ତ ମାଖି ମଲା ପରି ପଡ଼ିରହିଲେ ଇସ୍ରାଏଲୀୟ ମହିଳା

ଜେରୁଜେଲମ୍‌: ପ୍ରାୟ ମାସେ ତଳେ ସଙ୍ଗୀତ ମହୋତ୍ସବସ୍ଥଳରେ କୌଶଳକ୍ରମେ ହମାସ୍‌ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ମହିଳା ପୁଣି ଘଟଣାସ୍ଥଳକୁ ଆସି ଆଖି ଲୁହ ଛଳଛଳ କରି ଭାବପ୍ରବଣ ହୋଇପଡ଼ିଛନ୍ତି। ‘ବାର୍‌ ଆଟେଣ୍ଡର୍‌’ ଭାବେ କାମ କରୁଥିବା ୩୦ ବର୍ଷୀୟ … Read More

ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ସୁଶାନ୍ତଙ୍କ ନାଁରେ ପୋଲିସ … Read More

ବିଚ୍‌ ରାସ୍ତାରେ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟ୍‌

ବିଚ୍‌ ରାସ୍ତାରେ ମହିଳା ମନ୍ତ୍ରୀଙ୍କ ଠାରୁ ଲୁଟ୍‌। ରାସ୍ତା ମଝିରେ ବନ୍ଧୁକ ଦେଖାଇ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟି ନେଲେ ତାଙ୍କ ବ୍ୟକ୍ତିଗତ ଜିନିଷ। କେବଳ ସେତିକି ନୁହେଁ ତାଙ୍କ ବଡିଗାର୍ଡଙ୍କ ଠାରୁ ବନ୍ଧୁକ ମଧ୍ୟ ଛଡାଇ ନେଲେ। ଦକ୍ଷିଣ … Read More

ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ … Read More