୨୦୦୦ ଟଙ୍କିଆ ବଦଳ ନେଇ ଲୋକଙ୍କଠୁ ତଥ୍ୟ ନେଲେ ଇଓଡବ୍ଲ୍ୟୁ ଓ ଇଡି, ରିଜର୍ଭ ବ୍ୟାଙ୍କଠାରୁ ସିସିଟିଭି ଫୁଟେଜ ନେଇଥିବା ସୂଚନା
ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କ ( ଆରବିଆଇ)ରେ ଦୁଇ ହଜାର ଟଙ୍କିଆ ନୋଟ ବଦଳ କରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଛି ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଅର୍ଥନୈତିକ ଅପରାଧ ଶାଖା ( ଇଓଡବ୍ଲ୍ୟୁ) ଓ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପ୍ରବର୍ତ୍ତନ … Read More