୨ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । … Read More

କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଲା

ଦୀପାବଳି ପୂର୍ବରୁ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଲାଗିଛି ଝଟକା। ନଭେମ୍ବର ଆରମ୍ଭରୁ ଉପରମୁହାଁ ହୋଇଛି ଗ୍ୟାସ୍‌ ଦର । ଆଜିଠୁ ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ଦର। ନଭେମ୍ବର ପହିଲାରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ … Read More

ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦ, ଝାରସୁଗୁଡାରେ ଅନୁଭବ ଏବଂ ଅରିନ୍ଦମଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା: ଥମୁନି କଳାକାର କଳି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ଝାରସୁଗୁଡାରେ ଆଜି ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନିକଟରେ ସମ୍ବଲପୁରର … Read More

ବାରାମୁଳାରେ ହେଡ୍‌ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରର ବାରାମୁଳାରେ ଜଣେ ହେଡ୍‌ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଠାରେ ପୁଣି ଆତଙ୍କବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳ ଗୁଲାମ ମହମ୍ମଦ ଡାରଙ୍କୁ ତାଙ୍କ ଘର ନିକଟରେ ହିଁ ଆତଙ୍କବାଦୀମାନେ ଗୁଳି କରିଥିଲେ … Read More

ଦାୟିତ୍ୱ ନେବାପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ପୁରୀ: ଦାୟିତ୍ବ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଗତକାଲି (ମଙ୍ଗଳବାର) ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଆସି ଶ୍ରୀମନ୍ଦିର … Read More

କଂଗ୍ରେସ ନେତାମାନେ ବିଜେପିଠାରୁ ସୁପାରୀ ନେଉଛନ୍ତି: ସପା ନେତା

ଲଖନଉ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ବୟାନ ଯୁଦ୍ଧ ଥମିବାର ନାମ ନେଉନାହିଁ | ମଧ୍ୟପ୍ରଦେଶରେ ଆସନ ପ୍ରସଙ୍ଗରେ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ ଏପରି ରୂପ ନେଇଛି ଯେ ଉଭୟ ଦଳର ନେତା ପରସ୍ପର ବିରୋଧରେ … Read More

ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି … Read More

ଗୋରା ଓ ପତଳା ଝିଅଙ୍କୁ ମିଳୁଛି ଚାକିରି, ଏୟାରଲାଇନ୍ସ ନାଁରେ ମାମଲା

କେବଳ ସୁନ୍ଦର, ଗୋରୀ, କମ୍‌ ବୟସ୍କା, ପତଳା ଓ ନୀଳ ନୟନାଙ୍କୁ ମିଳୁଛି ଫ୍ଲାଇଟ୍‌ରେ ଚାକିରି । ଏଭଳି ଯୁବତୀମାନେ ଏୟାରଲାଇନ୍ସର ପ୍ରଥମ ପସନ୍ଦ। ଏମାନଙ୍କୁ କ୍ରୁ’ ସଦସ୍ୟ କରାଯାଇଛି। ଏହି ଯୁବତୀଙ୍କ ଆଗରେ ଅନ୍ୟ ଝିଅମାନଙ୍କୁ ହତାଦର କରଯାଉଛି। … Read More

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଦୁଇ ଅଭିଯୁକ୍ତ ଗିରଫ

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା … Read More

ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ … Read More