ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି … Read More

ଗୋରା ଓ ପତଳା ଝିଅଙ୍କୁ ମିଳୁଛି ଚାକିରି, ଏୟାରଲାଇନ୍ସ ନାଁରେ ମାମଲା

କେବଳ ସୁନ୍ଦର, ଗୋରୀ, କମ୍‌ ବୟସ୍କା, ପତଳା ଓ ନୀଳ ନୟନାଙ୍କୁ ମିଳୁଛି ଫ୍ଲାଇଟ୍‌ରେ ଚାକିରି । ଏଭଳି ଯୁବତୀମାନେ ଏୟାରଲାଇନ୍ସର ପ୍ରଥମ ପସନ୍ଦ। ଏମାନଙ୍କୁ କ୍ରୁ’ ସଦସ୍ୟ କରାଯାଇଛି। ଏହି ଯୁବତୀଙ୍କ ଆଗରେ ଅନ୍ୟ ଝିଅମାନଙ୍କୁ ହତାଦର କରଯାଉଛି। … Read More

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଦୁଇ ଅଭିଯୁକ୍ତ ଗିରଫ

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା … Read More

ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ … Read More

ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ ସୁବିଧା

ଭୁବନେଶ୍ୱର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ ୱାଇ-ଫାଇ ( WiFi)। ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ଏନେଇ … Read More

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ପାଖରେ ନାହିଁ ଗୋଟିଏ ବି କାର

ଭୋପାଳ: ଦୀର୍ଘଦିନ ଧରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶିବରାଜ ସିଂ ଚୌହାନ ଥିଲେ ବି ତାଙ୍କ ପାଖରେ ନିଜର ବୋଲି କାରଟିଏ ନାହିଁ | କେବଳ ଏତିକି ନୁହେଁ ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ମଧ୍ୟ ପ୍ରାୟ … Read More

ଅଳିଆ ଗଦାର ଦୁର୍ଗନ୍ଧରେ ଶ୍ୱାସରୁଦ୍ଧ ଅବସ୍ଥାରେ ଭୁବନେଶ୍ୱର ବାସିନ୍ଦା

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲ ନିକଟରେ ରହୁଥିବା ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ଧରି ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡମ୍ପିଂୟାର୍ଡ … Read More

ଗାଜାରୁ ବାହାରିଲେ ବିଦେଶୀ ନାଗରିକ

ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଗାଜାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ବୋମା ବର୍ଷା ଓ ରକେଟ୍‌ ମାଡ଼ ଯୋଗୁ ଅନେକ ଲୋକେ ପ୍ରାଣ ହରାଉଛନ୍ତି। ଏଥିସହ ଶହ ଶହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଏଭଳି … Read More

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍

ଭୁବନେଶ୍ଵର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ହାଇସ୍କୁଲ୍‌ରେ ମିଶିବ ଯୁକ୍ତ ଦୁଇ କଲେଜ । ୫ଟି ଜିଲ୍ଲାରେ ଯୁକ୍ତ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତରଣ ହେବ । ଏଥିରେ ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ … Read More

ଆମେରିକାରେ ୨୪ ବର୍ଷୀୟ ଭାରତୀୟ ଛାତ୍ର ଉପରେ ଆକ୍ରମଣ

ଆମେରିକୀୟ ରାଜ୍ୟ ଇଣ୍ଡିଆନାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ । ତାଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ରିପୋର୍ଟ ଅନୁସାରେ, ରବିବାର ସକାଳ ଇଣ୍ଡିଆନାର ବାଲପରାଇସା ସହର ନିକଟରେ … Read More