କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା … Read More

ନାବାଳକ ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ … Read More

ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ବିଦାୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା … Read More

୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ

କଟକ : ଆସନ୍ତା ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ଏକ୍‌ଜାମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ … Read More

ନାଇଜର ରାଷ୍ଟ୍ରପତି ବନ୍ଦୀ, କ୍ଷମତା ଦଖଲ କଲା ସେନା

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ରାତାରାତି ହୋଇଛି ହାଇଡ୍ରାମା। ଦେଶର ରାଷ୍ଟ୍ରପତିଙ୍କୁ ହଟାଇ କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାବ୍ୟକ୍ତ କରିଛି। ଗତ ରାତିରେ … Read More

ସାଉଦିରେ ପ୍ରବାସୀଙ୍କ ଦରମା ବିଶ୍ବରେ ସର୍ବାଧିକ, ବ୍ରିଟେନ୍ ସବୁଠୁ ମହଙ୍ଗା ଦେଶ

ନୂଆଦିଲ୍ଲୀ : ପ୍ରବାସୀ ଭାବେ ସାଉଦିରେ କାର୍ଯ୍ୟ କଲେ ସର୍ବାଧିକ ଦରମା ମିଳିବ। ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ଏକ କନସଲଟାନ୍ସି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ମଧ୍ୟମ ସ୍ତରରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା … Read More

ବୁର୍ଖା ନ ପିନ୍ଧି ବସରେ ଚଢିବନି ! କର୍ଣ୍ଣାଟକ ବସ ଚାଳକର ଅଜବ ସର୍ତ୍ତକୁ ନେଇ ବିବାଦ

ବେଙ୍ଗାଲୁରୁ : କର୍ଣ୍ଣାଟକର କଲବୁର୍ଗି ଜିଲ୍ଲାରେ ଜଣେ ବସ୍ ଚାଳକ ସ୍କୁଲ ଛାତ୍ରୀମାନଙ୍କୁ ବୁର୍ଖା ନ ପିନ୍ଧି ବସରେ ଚଢ଼ିବାକୁ ମନା କରିଦେଇଥିବା ଅଭିଯୋଗ ହୋଇଛି। ନାବାଳିକାମାନେ ସ୍କୁଲ ଯିବା ପାଇଁ କମଲପୁର ତାଲୁକର ଓକାଲି ଗାଁରୁ ବାସବକଲ୍ୟାଣକୁ ଯାଉଥିବା ବେଳେ … Read More

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାରଲୋକଙ୍କୁ ଚାକିରି ନମିଳିବାର କାରଣ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୁଲୱାମାରେ ୨୦୧୯ ମସିହାରେ ‌ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବ‌ାନ ସହିଦ ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ସହିଦ ଯବାନଙ୍କ ପରିବାରକୁ ସରକାରୀ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତି ଅନୁଯାୟୀ ୧୧ଜଣ ସହିଦଙ୍କ ସ୍ତ୍ରୀ … Read More

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ଘଟଣା: ଅଞ୍ଜଳିଙ୍କୁ ଧକା ଦେଇଥିବା ସମସ୍ତ ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ‌ବେଳେ ଦିଲ୍ଲୀରେ ଅଞ୍ଜଳିଙ୍କ ହିଟ ଆଣ୍ଡ ରନ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଘଟଣା ଘଟିବା ପରେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ସମସ୍ତ ୪ଅଭିଯୁକ୍ତଙ୍କ … Read More

କୁମାର ବିଶ୍ୱାସ କାଉ ବେଶରେ ଆସି ଖୁମ୍ପିଛନ୍ତି: ଆପ ବିଧାୟକ

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର … Read More