୨୦୨୩ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ହେବାକୁ ବିରୋଧୀଙ୍କୁ ବହୁ ପୂର୍ବରୁ କହିଥିଲେ ମୋଦୀ!

ନୂଆଦିଲ୍ଲୀ: ମଣିପୁର ହିଂସା, ସଂସଦରେ ହୋହଲ୍ଲା ଏବଂ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ମଧ୍ୟରେ ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭିଡିଓ। ୨୦୨୩ରେ ଏପରି କିଛି ହେବ ବୋଲି ୨୦୧୯ ନିର୍ବାଚନ ପୂର୍ବରୁ ଆକଳନ କରି ସାରିଥିଲେ ପ୍ରଧାନମନ୍ତ୍ରୀ। ଯେଉଁଥିରେ … Read More

ସଂସଦ ଭବନରେ କାଉ ଆକ୍ରମଣର ଶିକାର ହେବା ଘଟଣାକୁ ନେଇ ରାଘବ ଚଢ଼ାଙ୍କୁ ଆକ୍ଷେପ କଲେ ବିରୋଧୀ

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର … Read More

ଲକଡାଉନ ପ୍ରେମ ପରେ ବାହା ହୋଇଥିଲେ, ଏବେ ପତ୍ନୀଙ୍କ ସହ ତାଙ୍କ ବାପାମା’ଙ୍କୁ ହତ୍ୟା କଲେ

ଗୌହାଟୀ : କରୋନା ଲକଡାଉନ ବେଳେ ଆରମ୍ଭ ହୋଇଥିବା ପ୍ରେମ ଏବେ ଟ୍ରିପଲ ମର୍ଡରରେ ଶେଷ ହୋଇଛି। ଜଣେ ବ୍ୟକ୍ତି ଲକଡାଉନ ବେଳେ ପ୍ରେମରେ ପଡ଼ିଥିଲେ। ଏହାପରେ ପ୍ରେମ କରୁଥିବା ଯୁବତୀଙ୍କୁ ବିବାହ କରିଥିଲେ। ହେଲେ ଏବେ ସେ ନିଜ ପତ୍ନୀ … Read More

ବୁଡ଼ିଯାଇଥିବା ୪୦୦ କାର ‘ଓଲା’ କମ୍ପାନିର ଥିଲା, ବେଆଇନ ଭାବେ ରଖାଯାଇଥିଲା ଗାଡ଼ି

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ଦିଲ୍ଲୀ ଉପକଣ୍ଠ ନୋଇଡା ଏବେ ହିଣ୍ଡନ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଚର୍ଚ୍ଚାରେ ରହିଛି । ଗତକାଲି ବନ୍ୟାଜଳ ଏକ କାର ପାର୍କିଂ ଅଂଚଳରେ ପ୍ରବେଶ କରିବା ସହ ପ୍ରାୟ ୪ ଶହ କାର ବୁଡ଼ାଇଦେଇଥିଲା । … Read More

ଅନାସ୍ଥା ପ୍ରସ୍ତାବରେ ସରକାର ଜିତିଯାଇ ପାରନ୍ତି, ମାତ୍ର ମଣିପୁର ପ୍ରସଙ୍ଗେର ବିରୋଧୀଙ୍କର ଏହା ସଫଳତା

ନୂଆଦିଲ୍ଲୀ : ନୂଆ କରି ଗଠନ ହୋଇଥିବା ବିରୋଧୀଙ୍କ ମେଣ୍ଟ ଇ.ଣ୍ଡି.ଆର ଅଂଶ ବିଶେଷ କଂଗ୍ରେସ ଓ ତେଲେଙ୍ଗାନାର କ୍ଷମତାସୀନ ବିଆରଏସ୍‌ ନରେନ୍ଦ୍ର ମୋଦି ସରକାର ବିରୋଧରେ ଦୁଇଟି ଭିନ୍ନଭିନ୍ନ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ଦେଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା … Read More

ନଦୀ ମଝିରେ ଇଣ୍ଡିଆନ ଅଏଲ କମ୍ପାନିର ଗ୍ୟାସ ପାଇପଲାଇନ ବିସ୍ଫୋରଣ; ଲୋକଙ୍କୁ ସତର୍କ କଲା ପ୍ରଶାସନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଜାଗୋଶ ଗ୍ରାମରେ ଯମୁନା ନଦୀ ମଝିରେ ଏକ ଭୟାବହ ଦୃଶ୍ୟ ଦେଖିବାକୁ ମିଳିଥିଲା। କାରଣ ଯମୁନା ନଦୀ ମଝିରେ ଇଣ୍ଡିଆନ ଅଏଲ କମ୍ପାନିର ଗ୍ୟାସ ପାଇପଲାଇନ ହଠାତ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ସମ୍ପର୍କରେ ଖବର … Read More

ନିଲମ୍ବିତ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଭେଟିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରି ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ଆପ୍‌ ସାଂସଦ ପୂର୍ବଭଳି ସଂସଦ ବାହାରେ ବିକ୍ଷୋଭ କରୁଛନ୍ତି। ଆଜି କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ତାଙ୍କ ପାଖକୁ ଯାଇ ବିଭିନ୍ନ … Read More

ଜ୍ଞାନବାପି ସର୍ଭେ ଉପରେ ସ୍ଥଗିତାଦେଶ ଜାରି ରହିବ, ଗୁରୁବାର ପୁଣି ଶୁଣାଣି

ପ୍ରୟାଗରାଜ: ଜ୍ଞାନବାପି ମସଜିଦ ପରିସରରେ ହେବାକୁ ଥିବା ଏଏସଆଇ ସର୍ଭେ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ସ୍ଥଗିତାଦେଶ ଆଜି ଶେଷ ହେଉଥିବାବେଳେ ଆହ୍ଲାବାଦ ହାଇକୋର୍ଟ ଏହି ସମୟକୁ ଆସନ୍ତା କାଲି ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଗୁରୁବାର କୋର୍ଟ ଏହି ମାମଲାର ପୁନର୍ବାର ଶୁଣାଣି … Read More