୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ୧କୋଟିର ‌ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଳାଇଲେ ବାବା ରାମଦେବ। ଭାଇରାଲ ହେଲା ଭିଡିଓ। ଯୋଗ ଗୁରୁ ବାବା ରାମଦେବ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦ ଚଳାଉଥିବାର ନଜର ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସେ ଏକ … Read More

ନୋଇଡା : ବେଆଇନ ପାର୍କିଂରେ ପଶିଲା ବନ୍ୟାପାଣି, ବୁଡ଼ିଗଲା ଶହ ଶହ ଗାଡ଼ି

ନୋଇଡା : ପ୍ରବଳ ବର୍ଷା ଯୋଗୁଁ ହିଣ୍ଡନ୍ ନଦୀରେ ଏବେ ଏକ ବଡ଼ ଧରଣର ବନ୍ୟା ଆସିଛି । ଏହା ଫଳରେ ନୋଇଡାରର ଏକ ବଡ଼ ଅଂଚଳ ଜଳମଗ୍ନ ହୋଇଛି । ନୋଇଡାର ଗୌତମ ବୁଦ୍ଧ ନଗର ଚିଜାରାସୀ ଗ୍ରାମରୁ ମୋମନାଥଲ … Read More

ଇଂରେଜ ବି ଇଷ୍ଟ ଇଣ୍ଡିଆ ନାମ ନେଇ ଆସିଥିଲେ : ମୋଦି

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ବିପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟାକ୍ଷ। ମଙ୍ଗଳବାର(ଜୁଲାଇ ୨୫) ବିରୋଧୀ ଦଳର ମିଳିତ ମଞ୍ଚ I.N.D.I.Aକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ତୁଳନା କରି କଟାକ୍ଷ କରିଛନ୍ତି … Read More

ଆଇଆଇଟି, ଆଇଆଇଏମ୍‌ରେ ନପଢ଼ି ମଧ୍ୟ ଆମାଜନରେ ବାର୍ଷିକ ୧.୨୫ କୋଟି ଦରମାରେ ଚାକିରି ପାଇଲେ ଛାତ୍ର

ନୂଆଦିଲ୍ଲୀ : ଇଣ୍ଡିଆନ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସର ପ୍ରସିଦ୍ଧ ଆଇଆଇଟି, ଆଇଆଇଏମ୍ ଏବଂ ଏନଆଇଟି ପ୍ରାୟତଃ ପ୍ଲେସମେଣ୍ଟ ସମୟରେ ରେକର୍ଡ କରିଥାନ୍ତି। ଏହି ଶିକ୍ଷାନୁଷ୍ଠାନରୁ କିଛି ପିଲା କୋଟି କୋଟି ଟଙ୍କା ପ୍ୟାକେଜରେ ପ୍ଲେସମେଣ୍ଟ ପାଇଥାନ୍ତି, ଯାହାକୁ ନେଇ ସାରା ଦେଶ ଗର୍ବିତ … Read More

ଋଣ ଆଦାୟ ବେଳେ ନିର୍ଦ୍ଦୟ ନ ହେବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଲୋକଙ୍କ ଠାରୁ ଋଣ ବାବଦ ଅର୍ଥ ଆଦାୟ ବେଳେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ବେଶ ସମ୍ବେଦନଶୀଳ ବ୍ୟବହାର କରନ୍ତୁ। ସେମାନେ ଆଦୌ ନିର୍ଦ୍ଦୟ କିମ୍ବା କଠୋର ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ ବୋଲି ଖୋଦ … Read More

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ‘ଇଣ୍ଡିଆ’!

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ସରକାରଙ୍କୁ ଘେରୁଥିବା ବିରୋଧୀ ଏବେ ବଡ଼ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନକୁ ୪ ଦିନ ପୂରିଥିଲେ ହେଁ ଏଯାଏ ଗୃହ କାର୍ଯ୍ୟ ମଣିପୁର ହିଂସା ପାଇଁ ଠପ ହୋଇ ରହିଛି। … Read More

ଏନଡିଏ ସହ ନୁହେଁ, ଏକାକୀ ନିର୍ବାଚନ ଲଢ଼ିବ ଜେଡିଏସ

ବେଙ୍ଗାଲୁରୁ : ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ଆସନ୍ତା ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା କହିଛନ୍ତି। କଂଗ୍ରେସ ଠାରୁ ଅଲଗା … Read More